Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 15:22 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 15:22 · ଓଡ଼ିଆ ବାଇବେଲ

ଏହାପରେ ପ୍ ରରେିତ, ପ୍ରାଚ଼ୀନ ଓ ସମଗ୍ର ମଣ୍ଡଳୀ ସମାନଙ୍କେ ମଧ୍ଯରୁ କେତକେ ଲୋକଙ୍କୁ ବାଛିଲେ। ସମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସମାନଙ୍କେୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସମାନେେ ଯିହୁଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧିଅରେ ନେତା ଥିଲେ।

Cross references

ଦିତୀୟ ଶାମୁୟେଲ 3:36

ସମସ୍ତ ଲୋକ ଏକଥା ବକ୍ସ୍ଟଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟି ରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦଯଙ୍ଗମ କଲେ।

ଦିତୀୟ ବଂଶାବଳୀ 30:4

ଏହି ଚୁକ୍ତି ରାଜା ହିଜକିଯ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା।

ଦିତୀୟ ବଂଶାବଳୀ 30:12

ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:23

ଏଥିପାଇଁ ପ୍ ରରେିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସମାନଙ୍କେ ମଧ୍ଯରୁ ଜଣେ ହେଉଛନ୍ତି ଯୋଷଫେ, ଯାହାଙ୍କୁ ବର୍ଶବ୍ବା ବୋଲି କୁହାଯାଉଥିଲା, ଏହାଙ୍କୁ ୟୁସ୍ତ ମଧ୍ଯ କୁହାଯାଉଥିଲାଏବଂ ଅନ୍ୟ ଜଣେ ମଥିୟ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:4

ତବେେ ଆମ୍ଭମାନେେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନା ରେ ଦଇପୋରିବୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:14

ପ୍ ରରେିତମାନେ ୟିରୂଶାଲମ ରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ବରଙ୍କ ବାକ୍ଯ ଗ୍ରହଣ କରିଛନ୍ତି। ତେଣୁ ସମାନେେ ପିତର ଓ ଯୋହନଙ୍କୁ ସମାନଙ୍କେ ପାଖକୁ ପଠାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:22

ଆନ୍ତିୟଖିଆର ଏହି ନୂଆ ବିଶ୍ବାସୀମାନଙ୍କ ବିଷୟ ରେ ୟିରୂଶାଲମର ବିଶ୍ବାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସମାନେେ ବର୍ଣ୍ଣବ୍ବାଙ୍କୁ ଆନ୍ତିୟଖିଆକୁ ପଠାଇ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:1

କେତକେ ଲୋକ ୟିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସମାନେେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, ତୁମ୍ଭମାନେେ ଯଦି ମାଶାଙ୍କେର ବ୍ଯବସ୍ଥା ଅନୁସାରେ ସୁନ୍ନତ ନହୁଅ, ତବେେ ତୁମ୍ଭମାନେେ ପରିତ୍ରାଣ ପାଇପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:23

ସମାନେେ ତାହାଙ୍କ ହାତ ରେ ଏହି ଚ଼ିଠିଟି ଦେଲେ:

ରେରିତମାନଙ୍କ କାର୍ଯ୍ୟର ବିବରଣ 15:25

ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହାଇେ କେତକେ ଲୋକଙ୍କୁ ବାଛିଛୁ। ଆମ୍ଭେ ସମାନଙ୍କେୁ ଆମ୍ଭର ପ୍ରିୟ ବର୍ଣ୍ଣବ୍ବା ଓ ପାଉଲଙ୍କ ସହିତ ପଠାଇବୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:27

ସମାନଙ୍କେ ଆମ୍ଭେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସମାନେେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ଯ ଏହି ସବୁ କଥା କହିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:32

ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:40

ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନବୋପାଇଁ ବାଛିଲେ। ଆନ୍ତିୟଖିଆ ରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ବାବଧାନ ରେ ସମର୍ପଣ କରି ବିଦାୟ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:19

ସହେି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସମାନେେ ଜାଣିପାରିଲେ ଯେ, ସମାନେେ ଆଉ ଏ ବାଳିକା ଦ୍ବାରା ଧନ ଉପାର୍ଜନ କରିପାରିବେ ନାହିଁ। ତେଣୁ ସମାନେେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସମାନଙ୍କେୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗ ରେ ସମାନଙ୍କେୁ ଠିଆ କରାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:25

ପାଉଲ ଓ ଶୀଲା ମଧ୍ଯରାତ୍ରି ବେଳେ ପରମେଶ୍ବରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହାସବୁ ଶୁଣୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:29

ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ବୀପ ଆଣିବାପାଇଁ ଆଦେଶ ଦଇେ ଦୌଡ଼ି ଆସି ଭୟ ରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:4

ସମାନଙ୍କେ ମଧ୍ଯରୁ କେତକେ ଲୋକ ପରିବର୍ତ୍ତିତ ହେଲ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ଯ ପରମେଶ୍ବରଙ୍କୁ ପୂଜା କରୁଥିବା ଅନକେ ଗ୍ରୀକ୍ ଲୋକ ଓ ଅନକେ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ଯ ସମାନଙ୍କେ ସହିତ ୟୋଗ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:10

ପାଉଲ ଓ ଶୀଲାଙ୍କୁ ଭାଇମାନେ ସହେି ରାତି ରେ ସାଙ୍ଗେ ସାଙ୍ଗେ ବରଯୋ ନଗରକୁ ପଠାଇ ଦେଲେ। ସମାନେେ ସଠାେରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:14

ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇ ଦେଲେ, କିନ୍ତୁ ଶୀଲା ଓ ତୀମଥି ସଠାେରେ ରହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:5

ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଚ଼ାର ପ୍ରଚ଼ାର କରିବା ରେ ଦେଲେ। ସେ ଯିହୂଦୀମାନଙ୍କ ଆଗ ରେ ପ୍ରମାଣିତ କରି ଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 1:1

ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:1

ପାଉଲ, ସିଲ୍ବାନ୍ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍ଭମାନେେ ସମସ୍ତେ ପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ରହିଛ।

ପିତରଙ୍କ ପ୍ରଥମ ପତ୍ 5:12

ସିଲାନ୍ ସାହାୟ୍ଯ ରେ ମୁଁ ଏହି େଛାଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟ ରେ ଜଣେ ବିଶ୍ବସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ବନା ଦବୋ ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଚାହିଁଥିଲି ଯେ ଏହା ହେଉଛି ପରମେଶ୍ବରଙ୍କ ଅନୁଗ୍ରହ। ସହେି ଅନୁଗ୍ରହ ରେ ଦୃଢ଼ ହାଇେ ରୁହ।

Interlinear

Choose Theme