ରେରିତମାନଙ୍କ କାର୍ଯ୍ୟର ବିବରଣ 14:12 · ଓଡ଼ିଆ ବାଇବେଲ
ଲୋକମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହବୋରୁ ତାହାଙ୍କୁ ବୁଧ ବୋଲି କହିଲେ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 19:35
ଏହା ଶୁଣି ନଗରର ବବେର୍ତ୍ତା ଜନଗହଳିକୁ ଶାନ୍ତ କରଇେ କହିଲେ, ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନଜାଣେ ଯେ, ଏଫିସ ନଗର, ଆର୍ତ୍ତମେୀ ମହାଦବେୀ ଓ ସ୍ବର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ?