Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 28:6 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 28:6 · ଓଡ଼ିଆ ବାଇବେଲ

ଲୋକେ ଆଶା କରିଥିଲେ ସେ ଫୁଲି ୟିବା ବା ତଳେ ପଡ଼ି ମରିୟିବ। କିନ୍ତୁ ବହୁତ ସମୟ ପରେ ମଧ୍ଯ ତାହାଙ୍କର କିଛି କ୍ଷତି ହବୋର ସମାନେେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସମାନଙ୍କେର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ବର ବୋଲି ଭାବିଲେ।

Cross references

ମାଥିଉଲିଖିତ ସୁସମାଚାର 21:9

ଯୀଶୁଙ୍କ ଆଗେ ଆଗେ କେତକେ ଲୋକ ଯାଉଥିଲେ। ତାହାଙ୍କ ପେଛ ପେଛ ମଧ୍ଯ କେତକେ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:

ମାଥିଉଲିଖିତ ସୁସମାଚାର 27:22

ତା'ପରେ ପୀଲାତ ସମାନଙ୍କେୁ ପଚ଼ାରିଲେ, ତବେେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାୟାଏ ତାହାଙ୍କ ପ୍ରତି ମୁଁ କ'ଣ କରିବି?

ରେରିତମାନଙ୍କ କାର୍ଯ୍ୟର ବିବରଣ 12:22

ଲୋକମାନେ ପାଟିକରି କହିଲେ, ଏହା ଦବେତାର ସ୍ବର, ମନୁଷ୍ଯର ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:11

ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାଅନିଆ ଭାଷା ରେ ଖୁବ୍ ଜାରେ ରେ କହିଲେ, ଦବେତାମାନେ ମନୁଷ୍ଯ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।

Interlinear

Choose Theme