ରେରିତମାନଙ୍କ କାର୍ଯ୍ୟର ବିବରଣ 11:10 · ଓଡ଼ିଆ ବାଇବେଲ
ଏହିପରି ତିନିଥର ହବୋପରେ, ଏହା ସବୁ ସ୍ବର୍ଗକୁ ଉଠାଇ ନିଆଗଲା।
Cross references
ଗଣନା ପୁସ୍ତକ 24:10
ବାଲାକ୍ ବିଲିଯମକୁ ରାଗିଗଲା। ବାଲାକ୍ ବିଲିଯମକୁ କହିଲା, ମୁଁ ମାରେଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ନିଯନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସମାନଙ୍କେୁ ତିନିଥର ଆଶୀର୍ବାଦ କଲ।
ଯୋହନଲିଖିତ ସୁସମାଚାର 13:38
ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ପ୍ରକୃତ ରେ ମାେ ପାଇଁ ଜୀବନ ଦବେ? ମୁଁ ତୁମ୍ଭକୁ ସତ୍ଯ କହୁଛି, କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମାେତେ ଚିହ୍ନିନାହଁ ବୋଲି ତିନିଥର ଅସ୍ବୀକାର କରିବ।
ଯୋହନଲିଖିତ ସୁସମାଚାର 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:8
ମୁଁ ପ୍ରଭୁଙ୍କୁ ତିନି ଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମାେ ଠାରୁ ଦୂ ରଇେ ଦିଅନ୍ତୁ।