Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 11:7 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 11:7 · ଓଡ଼ିଆ ବାଇବେଲ

ତା'ପରେ ମୁଁ ଗୋଟିଏ ସ୍ବର ଶୁଣିଲି, 'ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।'

Cross references

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:4

ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।

Interlinear

Choose Theme