ରେରିତମାନଙ୍କ କାର୍ଯ୍ୟର ବିବରଣ 11:6 · ଓଡ଼ିଆ ବାଇବେଲ
ମୁଁ ମନୋୟୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥି ରେ ଚ଼ାରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି।
Cross references
ଲୂକଲିଖିତ ସୁସମାଚାର 4:20
ଯୀଶୁ ପୁସ୍ତକ ବନ୍ଦ କରି ସବେକଙ୍କୁ ଫରୋଇ ଦେଲେ। ତାପରେ ସେ ବସି ପଡିଲେ। ସମାଜଗୃହ ରେ ଥିବା ପ୍ରେତ୍ୟକକ ଲୋକର ଲକ୍ଷ୍ଯ ତାହାଙ୍କ ଉପରେ ଥିଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:4
ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, ଆମ୍ଭ ଆଡ଼େ ଚାହଁ।