ରେରିତମାନଙ୍କ କାର୍ଯ୍ୟର ବିବରଣ 10:16 · ଓଡ଼ିଆ ବାଇବେଲ
ଏହିପରି ତିନିଥର ହବୋପରେ ସେ ଜିନିଷଟି ହଠାତ୍ ସ୍ବର୍ଗକୁ ଉଠି ଚ଼ାଲିଗଲା।
Cross references
ଆଦି ପୁସ୍ତକ 41:32
ଫାରୋ, ତୁମ୍ଭେ ଏକା ପ୍ରକାର ଦୁଇଟି ସ୍ବପ୍ନ ଦେଖିବାର କାରଣ କ'ଣ ଜାଣ? ପରମେଶ୍ବର ଦଖାଇବୋକୁ ଚାହାଁନ୍ତି ଯେ, ତାହା ଖୁବ୍ ଶିଘ୍ର ଘଟିବାକୁ ଯାଉଛି।
ଯୋହନଲିଖିତ ସୁସମାଚାର 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:1
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।