Home Bibles ଯୋହନଲିଖିତ ସୁସମାଚାର 4:31 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:31 · ଓଡ଼ିଆ ବାଇବେଲ

ସ୍ତ୍ରୀଲୋକଟି ନଗର ରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ଅନୁ ରୋଧ କଲେ, ଗୁରୁ କିଛି ଭୋଜନ କରନ୍ତୁ।

Cross references

ଆଦି ପୁସ୍ତକ 24:33

ଏହାପରେ ଲାବନ ତାଙ୍କୁ ଖାଦ୍ୟ ଖାଇବାକୁ ଦେଲେ, କିନ୍ତୁ ସହେି ଦାସ ଖାଇବାକୁ ମନା କଲେ। ସେ କହିଲେ, ମୁଁ ଆସିବାର ଉଦ୍ଦେଶ୍ଯ ନକରିବା ପର୍ୟ୍ଯନ୍ତ ତୁମ୍ଭ ଘ ରେ ଖାଇବି ନାହଁି।

ମାଥିଉଲିଖିତ ସୁସମାଚାର 23:7

ସମାନେେ ବଜାର ସ୍ଥାନମାନଙ୍କ ରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସମାନେେ ଚ଼ାହାଁନ୍ତି ଯେ ଲୋକେ ତାହାଙ୍କୁ 'ରାବ୍ବୀ' ବୋଲି ଡ଼ାକନ୍ତୁ।

ଯୋହନଲିଖିତ ସୁସମାଚାର 1:38

ଯୀଶୁ ବୁଲି ପଡି ଦେଖିଲେ ଯେ, ସହେି ଦୁଇ ଜଣ ବ୍ଯକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ, ତୁମ୍ଭମାନେେ କ'ଣ ଚାହଁ?

ରେରିତମାନଙ୍କ କାର୍ଯ୍ୟର ବିବରଣ 16:30

ତା'ପରେ ସେ ସମାନଙ୍କେୁ ବାହାରକୁ ଆଣି ପଚ଼ାରିଲେ, ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ମାରେ କ'ଣ କରିବା ଆବଶ୍ଯକ?

Interlinear

Choose Theme