Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 1:5 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 1:5 · ଓଡ଼ିଆ ବାଇବେଲ

ଯୋହନ ଲୋକମାନଙ୍କୁ ଜଳ ରେ ବାପ୍ତିସ୍ମ ଦଇେଥିଲେ, କିନ୍ତୁ ଅଳ୍ପ ଦିନ ଭିତ ରେ ତୁମ୍ଭମାନେେ ପବିତ୍ରଆତ୍ମାଙ୍କ ଦ୍ବାରା ବାପ୍ତିଜିତ ହବେ।

Cross references

ଯୋୟେଲ 2:28

ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।

ଯୋୟେଲ 3:18

ସହେିଦିନ ପର୍ବତଗୁଡିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ। ପାହାଡଗୁଡିକରୁ ଦୁଗ୍ଧ ପ୍ରବାହିତ ହବେ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡିକ ଜଳପୂର୍ଣ୍ଣ ହବେେ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହବେ। ତାହା ଶିଟୀମର ଉପତ୍ୟକାକୁ ଜଳମଯ କରିବ।

ମାଥିଉଲିଖିତ ସୁସମାଚାର 3:11

ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।

ମାର୍କଲିଖିତ ସୁସମାଚାର 1:8

ମୁଁ ତୁମ୍ଭମାନଙ୍କୁ ଜଳ ଦ୍ବାରା ବାପ୍ତସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିସ୍ମ କରିବେ।

ଲୂକଲିଖିତ ସୁସମାଚାର 3:16

ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ।

ଯୋହନଲିଖିତ ସୁସମାଚାର 1:31

ମୁଁ ନିଜେ ମଧ୍ଯ ତାହାଙ୍କୁ ଜାଣି ନଥିଲି। କିନ୍ତୁ ଇଶ୍ରାୟେଲ ଯେପରି ଜାଣିପାରବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ କରିବା ପାଇଁ ଆସିଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:1

ଯେତବେେଳେ ପେଣ୍ଟିକଷ୍ଟ ଦିନ ଆସିଲା ସମାନେେ ସମସ୍ତେ ଗୋଟିଏ ସ୍ଥାନ ରେ ଏକାଠି ଜମା ହାଇେଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:16

ଏବେ ଯାହା ଘଟୁଛି ସେ ବିଷୟ ରେ ଭାବବାଦୀ ଯାୟେଲ କହିଥିଲେ, ପରମେଶ୍ବର କହନ୍ତି,

ରେରିତମାନଙ୍କ କାର୍ଯ୍ୟର ବିବରଣ 10:45

ଯେଉଁ ଯିହୂଦୀ ବିଶ୍ବାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ଯ ପବିତ୍ର ଆତ୍ମା ଦିଆଗଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:15

ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:4

ପାଉଲ ଏହାଶୁଣି କହିଲେ, ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ଯ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସହେି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ଯକ୍ତି, ଅର୍ଥାତ୍ ଯୀଶୁଙ୍କଠା ରେ ବିଶ୍ବାସ କରିବା ନିମନ୍ତେ କହୁଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:13

ଆମ୍ଭ ଭିତରୁ କେତକେ ହେଉଛୁ ୟିହୁଦୀ, କେତକେ ଅଣୟିହୁଦୀ, ଆମ୍ଭ ଭିତରୁ କେତକେ କ୍ରୀତଦାସ ଓ କେତକେ ସ୍ବାଧୀନ। କିନ୍ତୁ ଆମ୍ଭମାନେେ ସମସ୍ତେ ଗୋଟିଏ ଆତ୍ମା ଦ୍ବାରା ଏକ ଶରୀର ହବୋ ଉଦ୍ଦେଶ୍ଯ ରେ ବାପ୍ତିଜିତ ପ୍ରାପ୍ତ ହାଇେ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ଯ ପ୍ରଦାନ କରାଯାଇଛି।

ତୀତସଙ୍କ ପ୍ରତି ପତ୍ର 3:5

ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।

Interlinear

Choose Theme