ରେରିତମାନଙ୍କ କାର୍ଯ୍ୟର ବିବରଣ 11:15 · ଓଡ଼ିଆ ବାଇବେଲ
ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 2:2
ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସମାନେେ ଯେଉଁ ଘର ଭିତ ରେ ବସିଥିଲେ, ସହେି ଘରର ଚ଼ାରିଆଡ଼େ ବ୍ଯାପି ଗଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:31
ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘ ରେ, ସମସ୍ତେ ଏକାଠି ହାଇେଥିଲେ, ସହେି ଘର କମ୍ପି ଉଠିଲା। ସମାନେେ ସମସ୍ତେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇଗେଲେ ଓ ପରମେଶ୍ବରଙ୍କର ବାର୍ତ୍ତା ସାହସର ସହିତ କରିବାକୁ ଲାଗିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:34
ପିତର କହିବା ଆରମ୍ଭ କଲେ, ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:6
ପାଉଲ ଯେତବେେଳେ ସମାନଙ୍କେ ଉପରେ ହାତ ରଖିଲେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ। ସମାନେେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ଯଦ୍ବାଣୀ କହିବାକୁ ଲାଗିଲେ।