Home Bibles ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:11 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:11 · ଓଡ଼ିଆ ବାଇବେଲ

ଏବେ ମାେ ସହିତ କବଳେ ଲୂକ ଅଛନ୍ତି। ତୁମ୍ଭେ ଆସିଲା ବେଳେ ମାର୍କଙ୍କୁ ତୁମ୍ଭ ସହିତ ନଇେ ଆସିବ। ସେ ଏଠା ରେ ମାେ କାମ ରେ ଅତ୍ଯନ୍ତ ଆବଶ୍ଯକୀୟ ହାଇପୋରିବେ।

Cross references

ହୋଶେୟ 14:4

ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।

ମାଥିଉଲିଖିତ ସୁସମାଚାର 19:30

କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନ ରେ ଅଛନ୍ତି, ଭବିଷ୍ଯତ ରେ ସମାନଙ୍କେ ଭିତରୁ ବହୁତ ଲୋକ ଶଷେ ସ୍ଥାନ ରେ ରହିଯିବେ। ଏବଂ ଏବେ ଶଷେ ସ୍ଥାନ ରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ଯତ ରେ ପ୍ରଥମସ୍ଥାନ ଲାଭ କରିବେ।

ମାଥିଉଲିଖିତ ସୁସମାଚାର 20:16

ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶଷେ ରେ ଅଛନ୍ତି, ଭବିଷ୍ଯତ ରେ ସମାନେେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନ ପାଇବେ।

ଲୂକଲିଖିତ ସୁସମାଚାର 13:30

କେତକେ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ୟ୍ଯଦା ସବୁଠାରୁ ନିମ୍ନ ରେ ଅଛି, ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶଷେ ରେ ଥିବା କେତକେ ଲୋକ ପ୍ରଥମ ହବେେ ଓ ପ୍ରଥମ ରେ ଥିବା କେତକେ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଶଷେ ରେ ରହିବେ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 12:12

ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ଯ କୁହା ଯାଉଥିଲା। ସଠାେରେ ଅନକେ ଲୋକ ଏକାଠି ହାଇେ ପ୍ରାର୍ଥନା କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:25

ବର୍ଣ୍ଣବ୍ବା ଓ ଶାଉଲ ୟିରୂଶାଲମ ରେ କାମ ସାରି ଆନ୍ତିୟଖିଆକୁ ଫରେିଗଲେ। ସମାନଙ୍କେୁ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:39

ଏଥିପାଇଁ ସମାନଙ୍କେ ମଧିଅରେ ଘାରେ ମତଭଦେ ହେଲା। ଏହା ଫଳ ରେ, ପାଉଲ ଓ ବର୍ଣ୍ଣବ୍ବା ପରସ୍ପରଠାରୁ ଅଲଗା ହାଇଗେଲେ। ବର୍ଣ୍ଣବ୍ବା ମାର୍କଙ୍କୁ ନଇେ ଜଳ ପଥରେ କୂପ୍ର ଉପଦ୍ବୀପକୁ ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:10

ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ୟିବାପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସମାନଙ୍କେ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି।

କଲସୀୟଙ୍କ ପ୍ରତି ପତ୍ର 4:10

ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମାେ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ ରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)।

କଲସୀୟଙ୍କ ପ୍ରତି ପତ୍ର 4:14

ଦୀମା ଓ ଆମ୍ଭର ପ୍ରିୟ ବୈଦ୍ଯ ଲୂକ ନମସ୍କାର କରୁଛନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:15

ତୁମ୍ଭେ ଜାଣ ଯେ ଏସିଆ 297 ପ୍ରଦେଶର ପ୍ରେତ୍ୟକକ ଲୋକ ମାେତେ ପରିତ୍ଯାଗ କରିଛନ୍ତି। ଏପରିକି ଫୁଗଇେ ଓ ହର୍ମଗନୋ ମଧ୍ଯ ମାେତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦଖାେନ୍ତୁ। ଅନୀସିଫର ମାେତେ ଅନକେ ଥର ସାହାୟ୍ଯ କରିଛନ୍ତି।

ଫିଲୀମୋନଙ୍କ ପ୍ରତି ପତ୍ର 1:24

ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।

ପିତରଙ୍କ ପ୍ରଥମ ପତ୍ 5:13

ବାବିଲୋନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି ସମାନେେ ମଧ୍ଯ ମନୋନୀତ। ଯୀଶୁଖ୍ରୀଷ୍ଟଙ୍କ ବିଶ୍ବାସୀ ମାେ ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି।

Interlinear

Choose Theme