Home Bibles ☰ Books ଦିତୀୟ ଶାମୁୟେଲ 20:7 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 20:7 · ଓଡ଼ିଆ ବାଇବେଲ

ତେଣୁ ଯୋୟାବ ୟିରକ୍ସ୍ଟଶାଲମ ଛାଡି ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇଲା। ଯୋୟାବ ତାଙ୍କ ସହିତ ତାଙ୍କର ଲୋକ, କରେଥୀଯ, ପଲେଥୀଯ ଓ ସମସ୍ତ ବୀରମାନେ ତାଙ୍କ ସହିତ ବାହାରିଲେ।

Cross references

ଦିତୀୟ ଶାମୁୟେଲ 8:16

ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ସୈନ୍ଯମାନଙ୍କ ଉପରେ ପ୍ରାଧାନ୍ଯ ଥିଲା, ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯିହାଶାଫେଟ୍ ମଧ୍ଯ ଇତିହାସ ଲେଖକ ଥିଲେ।

ଦିତୀୟ ଶାମୁୟେଲ 8:18

ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ।

ଦିତୀୟ ଶାମୁୟେଲ 15:18

ପକ୍ସ୍ଟଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ ନଗରରକ୍ସ୍ଟ ତାଙ୍କ ପେଛ ପେଛ ଯେଉଁ 600 ଲୋକ ଆସିଥିଲେ, ସମାନେେ ସମସ୍ତେ କରେଥୀଯ, ପଲେଥୀଯ ଓ ଗାଥୀଯ ଲୋକ ଥିଲେ। ସମାନେେ ସମସ୍ତେ ରାଜାଙ୍କର ଆଗ ରେ ପାର ହାଇେ ଗଲେ।

ଦିତୀୟ ଶାମୁୟେଲ 20:23

ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।

ଦିତୀୟ ଶାମୁୟେଲ 23:22

ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ ଏହିପରି ସାହସିକ କାର୍ୟ୍ଯମାନ କଲା ଏବଂ ସେ ଏହି ତିନି ବୀରମାନଙ୍କ ମଧିଅରେ ବିଖ୍ଯାତ ଥିଲା।

ପ୍ରଥମ ରାଜାବଳୀ 1:38

ତେଣୁ ଯାଜକ ସାଦୋକ, ଭବିଷ୍ଯଦ୍ବକ୍ତା ନାଥନ ଓ ଯିହାୟୋଦାରଦାର ପୁତ୍ର ବନାଯ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀଯ ଆଦେଶ ପାଳନ କଲେ। ସମାନେେ ରାଜ ଶଲୋମନଙ୍କୁ ଦାଉଦଙ୍କର ଗଧ ଉପରେ ବସାଇ ଗୀହାନେ ଝରଣା ନିକଟକୁ ନଇଗେଲେ।

ପ୍ରଥମ ରାଜାବଳୀ 1:44

ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ଯଦ୍ବକ୍ତା ନାଥନଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସମାନେେ ତାଙ୍କୁ ରାଜାଙ୍କ ନିଜ ଖଚର ରେ ଆରୋହଣ କରାଇଲେ।

Interlinear

Choose Theme