ଦାଉଦ ପବିତ୍ର ସିନ୍ଦକ୍ସ୍ଟକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ସହେି ତମ୍ବୁ ମଧିଅରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
Cross references
ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକେ ନିଯମ ସିନ୍ଦୁକ ସମ୍ମୁଖ ରେ ଏକତ୍ରୀତ ହେଲେ ଓ ଅନକେ ଗାଈ ଓ ମଷେ, ବଳିଦାନ କଲେ। ସମାନଙ୍କେର ସଂଖ୍ଯା ଅଗଣନ ଥିଲା।
ଅନନ୍ତର ରାଜା ଓ ତାଙ୍କ ସହିତ ସମସ୍ତ ଇଶ୍ରାୟେଲ ସଦାପ୍ରଭୁଙ୍କ ସମ୍ମୁଖ ରେ ବଳିଦାନ ଉତ୍ସର୍ଗ କଲେ।
ଦାଉଦ ଆପଣା ନିମନ୍ତେ ଦାଉଦ ନଗର ରେ ଗୃହମାନ ନିର୍ମାଣ କଲେ। ଏହାପରେ ସେ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।
ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।
ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ନିଯମ-ସିନ୍ଦୁକ ସମ୍ମୁଖ ରେ ଏକାଠି ହେଲେ। ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ମଷେ ଓ ଷଣ୍ଢଗୁଡ଼ିକୁ ହାମବେଳି ରୂପେ ବଳିଦାନ ଦେଲେ। ସହେି ବଳିକୃତ ମଷେ ଓ ଷଣ୍ଢ ସଂଖ୍ଯା ଏତେ ଥିଲା ଯେ, ତା'କୁ କହେି ଗଣିପାରିଲେ ନାହିଁ।
ରାଜା ଶଲୋମନ 22,000 ବଳଦ ଓ 1,20,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ସମର୍ପଣ କଲେ।
ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।
ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ୟାଅ, ସିନ୍ଦୁକ ସହିତ ୟାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।