ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ନିଯମ-ସିନ୍ଦୁକ ସମ୍ମୁଖ ରେ ଏକାଠି ହେଲେ। ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକ ମଷେ ଓ ଷଣ୍ଢଗୁଡ଼ିକୁ ହାମବେଳି ରୂପେ ବଳିଦାନ ଦେଲେ। ସହେି ବଳିକୃତ ମଷେ ଓ ଷଣ୍ଢ ସଂଖ୍ଯା ଏତେ ଥିଲା ଯେ, ତା'କୁ କହେି ଗଣିପାରିଲେ ନାହିଁ।
Cross references
ଯେଉଁ ଲୋକମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବହିଥିଲେ ସମାନେେ ଛଅ ପାହକ୍ସ୍ଟଣ୍ତ ଆସିଲା ପରେ ସଠାେରେ ଅଟକିଲେ ଓ ଦାଉଦ ସଠାେରେ ଏକ ଗୋରୁ ବଳି ଦେଲେ ଓ ଏକ ମାଟୋ ବାଛକ୍ସ୍ଟରୀ ମଧ୍ଯ ବଳି ଦେଲେ।
ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକେ ନିଯମ ସିନ୍ଦୁକ ସମ୍ମୁଖ ରେ ଏକତ୍ରୀତ ହେଲେ ଓ ଅନକେ ଗାଈ ଓ ମଷେ, ବଳିଦାନ କଲେ। ସମାନଙ୍କେର ସଂଖ୍ଯା ଅଗଣନ ଥିଲା।
ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ପରଦିନ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବଳିଦାନ କଲେ। ସମାନେେ ସଦାପ୍ରଭୁଙ୍କୁ ହାମବେଳି ଅର୍ପଣ କଲେ। ସମାନେେ 1,000 ବଳଦ, 1,000 ଅଣ୍ଡିରା ମଷେ, 1,000 ମଷେଶାବକ ଓ ପଯେ ନବୈେଦ୍ଯ ଉତ୍ସର୍ଗ କଲେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ଅନକେ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କଲେ।