Home Bibles ☰ Books ଦିତୀୟ ଶାମୁୟେଲ 5:23 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 5:23 · ଓଡ଼ିଆ ବାଇବେଲ

ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, ସଠାେରେ ଆଗକକ୍ସ୍ଟ ୟାଅ ନାହିଁ। ତୁମ୍ଭମାନେେ ସମାନଙ୍କେ ପଛ ରେ ୟାଅ ଏବଂ ତୂତ୍ବୃକ୍ଷ ଆର ପାଶର୍‌ବ ରେ ସମାନଙ୍କେୁ ପଛପଟକ୍ସ୍ଟ ଆକ୍ରମଣ କର।

Cross references

ଯିହୋଶୂୟ 8:2

ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।

ଯିହୋଶୂୟ 8:7

ତୁମ୍ଭମାନେେ ତୁମ୍ଭମାନଙ୍କର ଲକ୍ସ୍ଟଚି ରହିଥିବା ସ୍ଥାନରକ୍ସ୍ଟ ବାହାରି ନଗରକକ୍ସ୍ଟ ନିଜ ନିଯନ୍ତ୍ରଣ ମଧ୍ଯକକ୍ସ୍ଟ ନବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନଗରକକ୍ସ୍ଟ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦବେେ।

ଦିତୀୟ ଶାମୁୟେଲ 2:1

ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?

ପ୍ରଥମ ବଂଶାବଳୀ 14:14

ଦାଉଦ ପରମେଶ୍ବରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ବର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ବର କହିଲେ, ଦାଉଦ, ତୁମ୍ଭେ ଯେତବେେଳେ ଆକ୍ରମଣ କରିବ, ସେତବେେଳେ ପଲେଷ୍ଟୀୟମାନଙ୍କ ପେଛ ପେଛ ପର୍ବତ ଉପରକୁ ୟିବ ନାହିଁ। ବରଂ ସମାନଙ୍କେ ଚତୁର୍ଦ୍ଦିଗ ରେ ୟାଇ ତୂତ୍ ବୃକ୍ଷ ଆଢୁ଼ଆଳ ରେ ନିଜକୁ ଲୁଚାଅ।

ମାଥିଉଲିଖିତ ସୁସମାଚାର 8:23

ଯୀଶୁ ନେ ୗକା ରେ ଯାଇ ବସିଲେ ଏବଂ ତାହାଙ୍କ ଶିଷ୍ଯମାନେ ତାହାଙ୍କର ଅନୁଗମନ ଗଲେ।

ମାଥିଉଲିଖିତ ସୁସମାଚାର 9:29

ତା'ପରେ ଯୀଶୁ ସମାନଙ୍କେ ଆଖିକୁ ଛୁଇଁଲେ। ସେ କହିଲେ, ତୁମ୍ଭେ ଯେପରି ବିଶ୍ବାସ କରିଅଛ, ତୁମ୍ଭ ପ୍ରତି ସପରେି ହେଉ।

ଯୋହନଲିଖିତ ସୁସମାଚାର 9:6

ଯୀଶୁ ଏକଥା କହିଲା ପରେ ଭୂଇଁ ରେ ଛପେ ପକାଇ କାଦୁଅ କରି, ସହେି କାଦୁଅକୁ ନଇେ ସେ ସହେି ଜନ୍ମାନ୍ଧ ଲୋକଟିର ଆଖି ରେ ଲଗଇେ ଦେଲେ।

Interlinear

Choose Theme