ଆଉଥରେ ପଲେଷ୍ଟୀୟମାନେ ରଫାଯିମ ଉପତ୍ୟକା ରେ ଛାଉଣୀ ପକାଇଲେ।
Cross references
ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।
ପଲେଷ୍ଟୀୟମାନେ ଫରେି ରଫାଯିମ୍ ଉପତ୍ୟକା ରେ ସନୋଛାଉଣୀ ପକାଇଲେ।
ଏହାପରେ ପଲେଷ୍ଟୀୟମାନଙ୍କର ଇଶ୍ରାୟେଲ ସହିତ ପକ୍ସ୍ଟନର୍ବାର ୟକ୍ସ୍ଟଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଲାନ୍ତ ହେଲେ।
ତା'ପରେ ରାଜାଙ୍କର ବିଶଷେ ଦଳର ତିନିଜଣ ଲୋକ ଶସ୍ଯ ଅମଳ ସମୟରେ ଗଲେ ଓ ଅଦକ୍ସ୍ଟଲ୍ଲମ ଦାଉଦଙ୍କ ନିକଟକକ୍ସ୍ଟ ଗଲେ। ସେତବେେଳେ ପଲେଷ୍ଟୀୟମାନଙ୍କ ସୈନ୍ଯ ରଫାଯୀମ ତଳ ଭୂମିରେ ଛାଉଣୀ ସ୍ଥାପନ କରିଥିଲେ।
ତା'ପରେ ଭବିଷ୍ଯଦ୍ବକ୍ତା ଆହାବ୍ଙ୍କ ନିକଟକୁ ୟାଇ କହିଲେ, ଅରାମର ରାଜା ବିନହଦଦ୍ ପୁନର୍ବାର ୟୁଦ୍ଧ କରିବାକୁ ଆସନ୍ତା ବସନ୍ତ ରେ ଆସିବ। ତୁମ୍ଭେ ଘରକୁ ୟାଇ ନିଜର ସୈନ୍ଯବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦବୋକୁ ସୁଚିନ୍ତିତ ଯୋଜନା କର।
ପଲେଷ୍ଟୀୟମାନେ ଇଫାଯୀମ୍ ଉପତ୍ୟକା ରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ।