Home Bibles ☰ Books ପ୍ରଥମ ବଂଶାବଳୀ 14:13 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 14:13 · ଓଡ଼ିଆ ବାଇବେଲ

ପଲେଷ୍ଟୀୟମାନେ ଇଫାଯୀମ୍ ଉପତ୍ୟକା ରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ।

Cross references

ଦିତୀୟ ଶାମୁୟେଲ 5:22

ଆଉଥରେ ପଲେଷ୍ଟୀୟମାନେ ରଫାଯିମ ଉପତ୍ୟକା ରେ ଛାଉଣୀ ପକାଇଲେ।

ପ୍ରଥମ ରାଜାବଳୀ 20:22

ତା'ପରେ ଭବିଷ୍ଯଦ୍ବକ୍ତା ଆହାବ୍ଙ୍କ ନିକଟକୁ ୟାଇ କହିଲେ, ଅରାମର ରାଜା ବିନହଦଦ୍ ପୁନର୍ବାର ୟୁଦ୍ଧ କରିବାକୁ ଆସନ୍ତା ବସନ୍ତ ରେ ଆସିବ। ତୁମ୍ଭେ ଘରକୁ ୟାଇ ନିଜର ସୈନ୍ଯବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦବୋକୁ ସୁଚିନ୍ତିତ ଯୋଜନା କର।

ପ୍ରଥମ ବଂଶାବଳୀ 14:9

ପଲେଷ୍ଟୀୟମାନେ ରଫଯୀମ ଉପତ୍ୟକା ରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସମାନଙ୍କେର ଜିନିଷପତ୍ର ଚୋରି କରି ନଇଗେଲେ।

Interlinear

Choose Theme