Home Bibles ଦିତୀୟ ଶାମୁୟେଲ 3:32 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 3:32 · ଓଡ଼ିଆ ବାଇବେଲ

ସମାନେେ ହିବ୍ରୋଣଠା ରେ ଅବ୍ନରକକ୍ସ୍ଟ କବର ଦେଲେ। ରାଜା ଦାଉଦ ମଧ୍ଯ ସେ ସ୍ଥାନ ରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହାଇେ ରୋଦନ କଲେ।

Cross references

ପ୍ରଥମ ଶାମୁୟେଲ 30:4

ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସମାନେେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକକ୍ସ୍ଟ ଦୁର୍ବଳ ହାଇେ ପଡିଲେ।

ଦିତୀୟ ଶାମୁୟେଲ 1:12

ସମାନେେ ଦକ୍ସ୍ଟଃଖ ରେ କାନ୍ଦିଲେ ଏବଂ ସମାନେେ ମଧ୍ଯ ଦିନସାରା କିଛି ଖାଇଲେ ନାହିଁ। ସମାନେେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତକ୍ସ୍ଟ୍ଯବରଣ କଲେ ଏବଂ ସଦାପ୍ରଭୁଙ୍କର ବହକ୍ସ୍ଟତ ଇଶ୍ରାୟେଲୀୟ ଲୋକମାନେ ୟକ୍ସ୍ଟଦ୍ଧ ରେ ହତ ହେଲ। ତେଣୁ ସମାନେେ କାନ୍ଦିଲେ ଓ ଶୋକ ପାଳନ କଲେ।

ଦିତୀୟ ଶାମୁୟେଲ 4:12

ତେଣୁ ରାଜା ଦାଉଦ ତାଙ୍କର ୟକ୍ସ୍ଟବା ସୈନିକମାନଙ୍କୁ ରେଖବ ଓ ବାନାକକ୍ସ୍ଟ ହତ୍ଯା କରିବା ପାଇଁ ଆଦେଶ ଦେଲେ। ସୈନ୍ଯମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝକ୍ସ୍ଟଲାଇ ଦେଲେ। ଏବଂ ଇଶ୍ବୋଶତ୍ର ମସ୍ତକ ନଇେ ହିବ୍ରୋଣ ରେ ଅବ୍ନର କବର ରେ କବର ଦେଲେ।

ଦିତୀୟ ଶାମୁୟେଲ 18:33

ଏହାପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦକ୍ସ୍ଟଃଖ ରେ ଭାଙ୍ଗି ପଡିଲେ, ସେ ନଗର ଦ୍ବାର ଉପରିସ୍ଥ କୋଠରୀକକ୍ସ୍ଟ ୟାଇ କ୍ରନ୍ଦନ କଲେ। ସେ କଠାେରୀ ରେ ଏପଟରକ୍ସ୍ଟ ସପଟେ କ୍ରନ୍ଦନ କରି କରି ବକ୍ସ୍ଟଲକ୍ସ୍ଟଥାନ୍ତି। ସେ କହକ୍ସ୍ଟଥିଲେ, ହେ ମାରେ ପକ୍ସ୍ଟତ୍ର ଅବଶା ଲୋମ, ମାରେ ପକ୍ସ୍ଟତ୍ର ଅବଶା ଲୋମ, ମୁ ଆଶା କରୁଥିଲି ମୁ ତକ୍ସ୍ଟମ୍ଭ ବଦଳ ରେ ମରିଥାନ୍ତି କି! ହାୟ ମାରେ ପକ୍ସ୍ଟତ୍ର ଅବଶା ଲୋମ ମାରେ ପକ୍ସ୍ଟତ୍ର, ଅବଶାଲୋମ।

ଆୟୁବ ପୁସ୍ତକ 31:28

ଏହା ଏକ ପାପ ଯାହା ଦଣ୍ଡ ପାଇବା ଯୋଗ୍ଯ। ଯଦି ମୁଁ ସହେି ବସ୍ତୁକୁ ପୂଜା କରିଥାଏ, ସର୍ବଶକ୍ତିମାନ ପରମେଶ୍ବରଙ୍କ ପ୍ରତି ମୁଁ ଅବିଶ୍ବସ୍ତ ହାଇେଥାନ୍ତି।

ହିତୋପଦେଶ 24:17

ଯେତବେେଳେ ତୁମ୍ଭର ଶତ୍ରୁ ସମସ୍ଯା ରେ ଅଛି, ତୁମ୍ଭେ ହସ ନାହିଁ, ଯେତବେେଳେ ସେ ପଡ଼ିୟାଏ, ସହେି ସମୟରେ ମଧ୍ଯ ତୁମ୍ଭେ ଖୁସି ହୁଅ ନାହିଁ।

ଲୂକଲିଖିତ ସୁସମାଚାର 19:41

ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।

Interlinear

Choose Theme