Home Bibles ☰ Books ପ୍ରଥମ ବଂଶାବଳୀ 27:32 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 27:32 · ଓଡ଼ିଆ ବାଇବେଲ

ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅକମାନେିଙ୍କ ପୁତ୍ର ୟିହୀଯେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ।

Cross references

ଦିତୀୟ ଶାମୁୟେଲ 13:3

ଅମ୍ମାନଙ୍କେର ଯୋନାଦବ ନାମକ ଜଣେ ଚତକ୍ସ୍ଟର ବନ୍ଧକ୍ସ୍ଟ ଥିଲା, ୟିଏକି ଶିମିଯର ପକ୍ସ୍ଟତ୍ର। ଶିମିଯ ଦାଉଦଙ୍କର ଭାଇ ଥିଲା।

ଦିତୀୟ ଶାମୁୟେଲ 21:21

ପକ୍ସ୍ଟଣି ସେ ଇଶ୍ରାୟେଲକକ୍ସ୍ଟ ତକ୍ସ୍ଟଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିଯିର ପକ୍ସ୍ଟତ୍ର ଯୋନାଥନ ତାହାକକ୍ସ୍ଟ ବଧ କଲା।

ପ୍ରଥମ ବଂଶାବଳୀ 11:11

ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ତାଲିକା ଏହି ପ୍ରକାର ରେ ଥିଲା :

ପ୍ରଥମ ବଂଶାବଳୀ 20:7

ସହେି ଲୋକ ଇଶ୍ରାୟେଲକୁ ବିଦ୍ରୁପ କରିବାରୁ ଯୋନାଥନ ତାହାକୁ ବଧ କଲେ। ଯୋନାଥନ ଶିମିଯଙ୍କ ପୁତ୍ର ଥିଲେ। ଶିମିଯି ଦାଉଦଙ୍କ ଭ୍ରାତା ଥିଲେ।

Interlinear

Choose Theme