Home Bibles ଦିତୀୟ ଶାମୁୟେଲ 22:41 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 22:41 · ଓଡ଼ିଆ ବାଇବେଲ

ତୁମ୍ଭେ ମାେତେ ସକ୍ସ୍ଟ ଯୋଗ ଦଇେଛ ମାରେ ଶତୃର ବକେକକ୍ସ୍ଟ ଧରିବା ପାଇଁ ଓ ମୁ ମାରେ ଶତୃକକ୍ସ୍ଟ ଧ୍ବଂସ କରିଅଛି।

Cross references

ଆଦି ପୁସ୍ତକ 49:8

ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।

ଯାତ୍ରା ପୁସ୍ତକ 23:27

ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।

ଯିହୋଶୂୟ 10:24

ସମାନେେ ସହେି ରାଜାଗଣଙ୍କକ୍ସ୍ଟ ଯିହାଶୂେୟ ନିକଟକକ୍ସ୍ଟ ଆଣିଲେ ଏବଂ ଯିହାଶୂେୟ ତାଙ୍କର ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସଠାେକକ୍ସ୍ଟ ପଠାଇଲେ। ଯିହାଶୂେୟ ତାଙ୍କର ସୈନ୍ଯ ବାହିନୀର ସମସ୍ତ ସନୋପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, ପାଖକକ୍ସ୍ଟ ଆସ ଏବଂ ଏ ରାଜାମାନଙ୍କ ବକରେେ ପାଦ ଦିଅ। ତହିଁରେ ସମାନେେ ନିକଟକକ୍ସ୍ଟ ଆସି ସମାନଙ୍କେ ବକରେେ ପାଦ ଦେଲେ।

ଗୀତସଂହିତା 18:40

ତୁମ୍ଭେ ମାେତେ ସୁଯୋଗ ଦଇେଛ, ମାରେ ଶତ୍ରୁମାନଙ୍କୁ ଧରିବା ପାଇଁ ଓ ମୁଁ ମାରେ ଶତ୍ରୁମାନଙ୍କୁ ଧ୍ବଂସ କରିଅଛି।

ଗୀତସଂହିତା 21:8

ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।

ଲୂକଲିଖିତ ସୁସମାଚାର 19:14

ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'

ଲୂକଲିଖିତ ସୁସମାଚାର 19:27

ବର୍ତ୍ତମାନ ମାରେଶତୃମାନେ କାହାଁନ୍ତି? ମୁଁ ସମାନଙ୍କେର ରାଜା ନହୁଏ ବୋଲି ଯେଉଁମାନେ ଚାହୁଁଥିଲେ। ସମାନେେ କାହାଁନ୍ତି? ମାେ ଶତୃମାନଙ୍କୁ ଏଠାକୁ ଆଣ। ସମାନଙ୍କେୁ ମାେ ଆଖି ଆଗ ରେ ମାରିଦିଅ।'

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:8

ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।

Interlinear

Choose Theme