Home Bibles ଦିତୀୟ ଶାମୁୟେଲ 22:38 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 22:38 · ଓଡ଼ିଆ ବାଇବେଲ

ମୁ ମାରେ ଶତୃମାନଙ୍କୁ ବିନାଶ କରିବା ପାଇଁ ସମାନଙ୍କେୁ ଗୋଡ଼ାଇବି, ସମାନଙ୍କେୁ ଧ୍ବଂସ ନ କରିବା ୟାଏ। ସମାନେେ ବିନାଶ ନ ହବୋ ପର୍ୟ୍ଯନ୍ତ ମୁ ଫରେିବି ନାହିଁ।

Cross references

ଦିତୀୟ ଶାମୁୟେଲ 5:18

ପଲେଷ୍ଟୀୟମାନେ ଫରେି ରଫାଯିମ୍ ଉପତ୍ୟକା ରେ ସନୋଛାଉଣୀ ପକାଇଲେ।

ଦିତୀୟ ଶାମୁୟେଲ 7:9

ଏହାପରେ ତୁମ୍ଭେ ଯେଉଁ ସ୍ଥାନକକ୍ସ୍ଟ ଗଲ, ମୁ ତୁମ୍ଭର ସହିତ ଗଲି ଓ ତୁମ୍ଭର ସମସ୍ତ ଶତୃମାନଙ୍କୁ ଧ୍ବଂସ କଲି ଏବଂ ମୁ ତୁମ୍ଭକୁ ପୃଥିବୀର ବିଖ୍ଯାତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ କରିବି।

ଦିତୀୟ ଶାମୁୟେଲ 8:1

ଏହାପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେଠାରକ୍ସ୍ଟ ତାଙ୍କ ରାଜଧାନୀର କତ୍ତର୍କ୍ସ୍ଟତ୍ବ ନେଲେ।

ଦିତୀୟ ଶାମୁୟେଲ 8:13

ଦାଉଦ ଲବଣ ନାମକ ଉପତ୍ୟକା ରେ ଅରାମୀଯମାନଙ୍କର 18,000 ସୈନ୍ଯଙ୍କକ୍ସ୍ଟ ବଧ କରିଥିଲେ ଓ ସେ ଯେତବେେଳେ ଘରକକ୍ସ୍ଟ ଫରେିଲେ ସେତବେେଳେ ବହକ୍ସ୍ଟତ ଖ୍ଯାତି ଅର୍ଜନ କରିଥିଲେ।

ଦିତୀୟ ଶାମୁୟେଲ 10:14

ଅରାମୀଯମାନଙ୍କୁ ପଳାଇବାର ଦେଖି ଅେମ୍ମାନୀୟମାନେ ଅବୀଶଯଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ନିଜର ନଗରକକ୍ସ୍ଟ ପଳାଯନ କଲେ।

ଗୀତସଂହିତା 21:8

ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।

ରୋମୀୟଙ୍କ ପ୍ରତି ପତ୍ର 8:37

କିନ୍ତୁ ଏସବୁ ରେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶିତ କରିଥିବା ପରମେଶ୍ବରଙ୍କ ଦ୍ବାରା ଆମ୍ଭେ ପୂର୍ଣ ବିଜଯୀ।

Interlinear

Choose Theme