Home Bibles ଦିତୀୟ ଶାମୁୟେଲ 10:14 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 10:14 · ଓଡ଼ିଆ ବାଇବେଲ

ଅରାମୀଯମାନଙ୍କୁ ପଳାଇବାର ଦେଖି ଅେମ୍ମାନୀୟମାନେ ଅବୀଶଯଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ନିଜର ନଗରକକ୍ସ୍ଟ ପଳାଯନ କଲେ।

Cross references

ଦିତୀୟ ଶାମୁୟେଲ 8:12

ଦାଉଦ ଅରାମ, ମାଯାେବ, ଅମ୍ମାନେ, ପଲେଷ୍ଟୀୟ, ଅମାଲକେୀଯ ଏବଂ ସେ ମଧ୍ଯ ସୋବାର ରାଜା ରହବରେ ପକ୍ସ୍ଟତ୍ର ହଦଦଷେରକକ୍ସ୍ଟ ପରାସ୍ତ କରିଥିଲେ।

ଦିତୀୟ ଶାମୁୟେଲ 20:6

ତହିଁରେ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଏବେ ଅବଶା ଲୋମ ଅପେକ୍ଷା ବିଖ୍ରିର ପକ୍ସ୍ଟତ୍ର ଶବେଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମାରେ ଅଧିକାରୀମାନଙ୍କୁ ନଇେ ତାଙ୍କ ପେଛ ପେଛ ୟାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୈଣସି ନଗରକକ୍ସ୍ଟ ୟାଇ ଆମ୍ଭମାନଙ୍କ ଦୃଷ୍ଟିରକ୍ସ୍ଟ ପଳାଇବ।

ଦିତୀୟ ଶାମୁୟେଲ 22:38

ମୁ ମାରେ ଶତୃମାନଙ୍କୁ ବିନାଶ କରିବା ପାଇଁ ସମାନଙ୍କେୁ ଗୋଡ଼ାଇବି, ସମାନଙ୍କେୁ ଧ୍ବଂସ ନ କରିବା ୟାଏ। ସମାନେେ ବିନାଶ ନ ହବୋ ପର୍ୟ୍ଯନ୍ତ ମୁ ଫରେିବି ନାହିଁ।

ଦିତୀୟ ଶାମୁୟେଲ 23:18

ସହେି ତିନି ଜଣଙ୍କ ମଧିଅରେ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶଯ ମକ୍ସ୍ଟଖ୍ଯ ଥିଲେ। ସେ 300 ଲୋକ ବିରକ୍ସ୍ଟଦ୍ଧ ରେ ନିଜର ବର୍ଚ୍ଛା ଉଠାଇ ସମାନଙ୍କେୁ ହତ୍ଯା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧିଅରେ ବିଖ୍ଯାତ ହେଲା।

ପ୍ରଥମ ବଂଶାବଳୀ 18:12

ଲବଣ ଉପତ୍ୟକା ରେ ସରୁଯାଙ୍କ ପୁତ୍ର ଅବୀଶଯ 18,000 ଇଦୋମୀଯ ଲୋକଙ୍କୁ ହତ୍ଯା କଲେ।

Interlinear

Choose Theme