ଦାଉଦ ଲବଣ ନାମକ ଉପତ୍ୟକା ରେ ଅରାମୀଯମାନଙ୍କର 18,000 ସୈନ୍ଯଙ୍କକ୍ସ୍ଟ ବଧ କରିଥିଲେ ଓ ସେ ଯେତବେେଳେ ଘରକକ୍ସ୍ଟ ଫରେିଲେ ସେତବେେଳେ ବହକ୍ସ୍ଟତ ଖ୍ଯାତି ଅର୍ଜନ କରିଥିଲେ।
Cross references
ଏହାପରେ ତୁମ୍ଭେ ଯେଉଁ ସ୍ଥାନକକ୍ସ୍ଟ ଗଲ, ମୁ ତୁମ୍ଭର ସହିତ ଗଲି ଓ ତୁମ୍ଭର ସମସ୍ତ ଶତୃମାନଙ୍କୁ ଧ୍ବଂସ କଲି ଏବଂ ମୁ ତୁମ୍ଭକୁ ପୃଥିବୀର ବିଖ୍ଯାତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ କରିବି।
ଏହା ଯାହା ହାଇେଥିଲା ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସନୋପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦବୋକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ଯା କଲେ।
ଅମତ୍ସିଯ ଲବଣ ଉପତ୍ୟକା ରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ୟୁଦ୍ଧ ରେ ସେଲା ନଗର ଅଧିକାର କରି ତାହାର ନାମ ୟକ୍ତଲେ ରଖିଲେ। ତାହା ଆଜି ମଧ୍ଯ ୟକ୍ତଲେ ନାମ ରେ ପରିଚିତ।
ଲବଣ ଉପତ୍ୟକା ରେ ସରୁଯାଙ୍କ ପୁତ୍ର ଅବୀଶଯ 18,000 ଇଦୋମୀଯ ଲୋକଙ୍କୁ ହତ୍ଯା କଲେ।
ଏହାପରେ ଅମତ୍ସିଯ ଅତ୍ଯନ୍ତ ସାହସୀ ହାଇେ ଉଠିଲେ ଓ ତାଙ୍କର ସୈନ୍ଯଦଳକୁ ଲବଣ-ଉପତ୍ୟକାକୁ କଢ଼ାଇ ନେଲେ। ସହେି ସ୍ଥାନ ରେ, ଅମତ୍ସିଯଙ୍କ ସୈନ୍ଯଦଳ ସଯେୀରର 10,000 ଲୋକଙ୍କୁ ହତ୍ଯା କଲେ।
ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।