ତେଣୁ ମାରେ ସଦାପ୍ରଭୁ ମାେତେ ପକ୍ସ୍ଟରସ୍କୃତ କଲେ, କାରଣ ମୁ ତାଙ୍କ ଦୃଷ୍ଟି ରେ ସରଳ ତଥା ନିରପରାଧ ଅଟେ। ମୁ କିଛି ଭୂଲ୍ କରି ନାହିଁ। ତେଣୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।
Cross references
ସଦାପ୍ରଭୁ ପ୍ରେତ୍ୟକକ ମନକ୍ସ୍ଟଷ୍ଯକକ୍ସ୍ଟ ତାହାର କର୍ମ ଅନକ୍ସ୍ଟସା ରେ ଫଳ ଦିଅନ୍ତି। ସେ ତାକକ୍ସ୍ଟ ସତ୍ କାର୍ୟ୍ଯ ପାଇଁ ପକ୍ସ୍ଟରସ୍କାର ଦିଅନ୍ତି ଏବଂ ଭୂଲ୍ କାର୍ୟ୍ଯ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ଆଜି ସମର୍ପଣ କଲେ, ପରମେଶ୍ବରଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ମୁ ହତ୍ଯା କରି ନାହିଁ।
ସଦାପ୍ରଭୁ ମାେତେ ପକ୍ସ୍ଟରସ୍କୃତ କରିବେ, କାରଣ ଯାହା ଠିକ୍ ମୁ ତାହା ହିଁ କଲି, ମୁ କିଛି ଭକ୍ସ୍ଟଲ କରି ନଥିଲି, ତେଣୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।
ଶ ଲୋମନ ଉତ୍ତର କଲେ, ତୁମ୍ଭେ ମାରେ ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ଯାଯ ପଥରେ ୟାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ଯ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ଯାଯ ରେ ତାଙ୍କର ପୁତ୍ରକୁ ସିଂହାସନ ରେ ବସାଇଛ।
ସଦାପ୍ରଭୁ ମନୁଷ୍ଯର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ ପଥକୁ ସମାନ କରନ୍ତି।
ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।
କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।
ଆମ୍ଭେ ସମସ୍ତେ ବିଚାରିତ ହବୋ ନିମନ୍ତେ ଖ୍ରୀଷ୍ଟଙ୍କର ନ୍ଯାଯାସନ ଆଗ ରେ ଅବଶ୍ଯ ଠିଆ ହବେୁ। ଆମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ, ଏହି ପାର୍ଥିବ ଶରୀର ଧାରଣ କରିଥିଲା ବେଳେ ଯାହା କିଛି ଭଲ ବା ମନ୍ଦ କରିଛୁ, ତା'ପାଇଁ ପ୍ରତିଦାନ ପାଇବ।