ଦିତୀୟ ଶାମୁୟେଲ 22:26 · ଓଡ଼ିଆ ବାଇବେଲ
ହେ ସଦାପ୍ରଭୁ, ଯଦି କହେି ପ୍ରକୃତ ରେ ତକ୍ସ୍ଟମ୍ଭଙ୍କକ୍ସ୍ଟ ଭଲପାଏ, ତା'ପରେ ତୁମ୍ଭେ ନିଶ୍ଚଯ ତାକକ୍ସ୍ଟ ଭଲ ପାଇବ। ଯଦି ଜଣେ ବ୍ଯକ୍ତି ତକ୍ସ୍ଟମ୍ଭ ପ୍ରତି ନିର୍ମଳ ଅନକ୍ସ୍ଟରକ୍ତ ପ୍ରକାଶ କରେ, ତୁମ୍ଭେ ମଧ୍ଯ ତାକକ୍ସ୍ଟ ସହେିପରି ପ୍ରତିଦାନ ଦିଅ।
Cross references
ମାଥିଉଲିଖିତ ସୁସମାଚାର 5:7
ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।
ଯାକୁବଙ୍କ ପତ୍ 2:13
ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।