Home Bibles ହିତୋପଦେଶ 5:21 · ଓଡ଼ିଆ ବାଇବେଲ
ହିତୋପଦେଶ 5:21 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମନୁଷ୍ଯର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ ପଥକୁ ସମାନ କରନ୍ତି।

Cross references

ଦିତୀୟ ବଂଶାବଳୀ 16:9

ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ଅଟନ୍ତି, ସମାନଙ୍କେୁ ସେ ବଳବାନ୍ କରିପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁଦ୍ଦିର୍ଗ ରେ ଭ୍ରମଣ କରି ସହେି ଲୋକମାନଙ୍କୁ ତନ୍ନ ତନ୍ନ କରି ଖାଜେନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ୟ୍ଯ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ୟୁଦ୍ଧ ଘଟିବ।

ଆୟୁବ ପୁସ୍ତକ 14:16

ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।

ଆୟୁବ ପୁସ୍ତକ 24:23

ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସମାନେେ ଶକ୍ତିଶାଳୀ ହବୋକୁ ଚେଷ୍ଟା କରନ୍ତି।

ଆୟୁବ ପୁସ୍ତକ 31:4

ମୁଁ ଯାହାକରେ ବା ପଦକ୍ଷପେ ଗ୍ରହଣ କରେ, ପରମେଶ୍ବର ସେ ସବୁ ଜାଣନ୍ତି ଓ ଦେଖନ୍ତି।

ଆୟୁବ ପୁସ୍ତକ 34:21

ପରମେଶ୍ବର ଲୋକମାନଙ୍କର କାର୍ୟ୍ଯ ପଳାପକୁ ଲକ୍ଷ୍ଯ କରନ୍ତି। ପରମେଶ୍ବର ମଣିଷର ପ୍ରେତ୍ୟକକ ପାଦ ଗତିକୁ ଜାଣନ୍ତି।

ଗୀତସଂହିତା 11:4

ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।

ଗୀତସଂହିତା 17:3

ତୁମ୍ଭେ ମାରେ ହୃଦଯର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମାେ ସହିତ ଥିଲ। ତୁମ୍ଭେ ମାେତେ ପ୍ରଶ୍ନ କରିଛ ଏବଂ ମାଠାେରେ କିଛି ଭୁଲ ଦେଖିନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।

ଗୀତସଂହିତା 119:168

ମୁଁ ତୁମ୍ଭର ନିଯମ ଓ ନିର୍ଦ୍ଦେଶ ପାଳନ କରିଅଛି। ତୁମ୍ଭେ ସବୁ ଜାଣ, ୟାହା ମୁଁ କରିଅଛି।

ଗୀତସଂହିତା 139:1

ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।

ଗୀତସଂହିତା 139:3

ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ୟାଏ ଏବଂ କେତବେେଳେ ମୁଁ ତଳେ ପଡ଼େ। ମୁଁ ୟାହା କିଛି କରୁଛି ତାହାସବୁ ତୁମ୍ଭେ ଜାଣ।

ହିତୋପଦେଶ 15:3

ସଦାପ୍ରଭୁ ସର୍ବଦା ସବୁଠା ରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ଯ ନୀରିକ୍ଷଣ କରନ୍ତି।

ଯିରିମିୟ 16:17

କାରଣ ସମାନଙ୍କେର ସମସ୍ତ କାର୍ୟ୍ଯ ରେ ଆମ୍ଭର ଦୃଷ୍ଟି ଅଛି। ସମାନଙ୍କେର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସମାନଙ୍କେର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ।

ଯିରିମିୟ 17:10

ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।

ଯିରିମିୟ 23:24

ସଦାପ୍ରଭୁ କହନ୍ତି, କୌଣସି ବ୍ଯକ୍ତି ଆମ୍ଭଠାରୁ ନିଜକୁ ଗୋପନୀଯ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ବର୍ଗ ଓ ମର୍ତ୍ତ୍ଯ ସବୁଠା ରେ ବ୍ଯାପି ରହିଅଛୁ।

ଯିରିମିୟ 32:19

ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।

ହୋଶେୟ 7:2

ସମାନଙ୍କେର ଦୋଷକୁ ଆମ୍ଭେ ସ୍ମରଣ କରିବା ସହେି ଲୋକମାନେ ବିଶ୍ବାସ କରନ୍ତି ନାହିଁ। ସମାନେେ ଯେଉଁ ମନ୍ଦ କାର୍ୟ୍ଯ ସବୁ ଗ୍ଭରିଆଡେ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।

ଏବ୍ରୀ 4:13

ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:18

ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23

ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

Interlinear

Choose Theme