Home Bibles ଦିତୀୟ ଶାମୁୟେଲ 22:16 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 22:16 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ଗର୍ଜ୍ଜନ ରେ ତାଙ୍କ ନାସିକାର ପ୍ରଶ୍ବାସ ବାଯକ୍ସ୍ଟ ରେ ସମକ୍ସ୍ଟଦ୍ରର ଗର୍ତ୍ତ ପ୍ରକାଶ ପାଇଲା, ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା।

Cross references

ଯାତ୍ରା ପୁସ୍ତକ 14:21

ମାଶାେ ତାଙ୍କର ଆଶାବାଡି ସୂଫ ସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବଗେ ରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହାଇଗେଲା ଏବଂ ସମୁଦ୍ର ମଧ୍ଯ ଶୁଷ୍କ ଭୂମିରେ ପରିଣତ ହାଇଗେଲା।

ଯାତ୍ରା ପୁସ୍ତକ 15:8

ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ଯ ପରିଣତ କଲା। ଏବଂ ଜଳଷୋର୍ତ ପ୍ରାଚୀରତୁଲ୍ଯ ହାଇଗେଲା। ସମୁଦ୍ର ମଧ୍ଯ ସ୍ଥଳ ରେ ଜଳ ଜମାଟ ହାଇଗେଲା।

ଦିତୀୟ ଶାମୁୟେଲ 22:9

ପରମେଶ୍ବରଙ୍କର ନାକରୁ ଧୂଆଁ ନିର୍ଗତ ହେଲା, ଜ୍ବଳନ୍ତ ଅଗ୍ନିଶିଖା ତାଙ୍କର ମକ୍ସ୍ଟଖରକ୍ସ୍ଟ ବାହାରିଲା। ଜଳନ୍ତ ଅଙ୍ଗାର ସବୁ ତାଙ୍କଠାରକ୍ସ୍ଟ ନିର୍ଗତ ହବୋକକ୍ସ୍ଟ ଲାଗିଲା।

ଆୟୁବ ପୁସ୍ତକ 38:11

ମୁଁ ସମୁଦ୍ରକୁ କହିଲି, 'ତୁମ୍ଭେ ଏତିକି ବାଟ ପର୍ୟ୍ଯନ୍ତ ଆସିବ, ତା'ଠାରୁ ଅଧିକା ନୁହେଁ। ଏହି ସ୍ଥାନ ରେ ତୁମ୍ଭେ ଗର୍ବି ଢ଼େଉ ଆସି ବନ୍ଦ ହବେ।'

ଗୀତସଂହିତା 18:15

ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ ଓ ପ୍ରବଳ ବଗରେେ ପବନ ବହିବାକୁ ଲାଗିଲା। ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହାଇେ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା। ଆମ୍ଭେ ପୃଥିବୀର ଆଭ୍ଯନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।

ଗୀତସଂହିତା 74:1

ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ଗୀତସଂହିତା 106:9

ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।

ଗୀତସଂହିତା 114:3

ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।

ନାହୂମ 1:4

ସଦାପ୍ରଭୁ ଅତି କର୍କଶ ଭାବରେ ସମୁଦ୍ରକୁ ଗାଳି ଦବେେ ଏବଂ ସମୁଦ୍ର ଶୁଖିୟିବ। ସେ ନଦୀଗୁଡିକୁ ମଧ୍ଯ ଶୁଖାଇ ଦିଅନ୍ତି। ବାଶନ୍ ଓ କର୍ମିଲ ଶୁଷ୍କ ପଡିବ। ଏବଂ ଲିବା ନୋନର ଫୁଲଗୁଡିକ ମଉଳି ଯିବେ।

ହବକକୂକ 3:8

ହେ ସଦାପ୍ରଭୁ, ତୁମ୍ଭେ କ'ଣ ନଦୀ, ଝରଣା, ସମୁଦ୍ର ଉପ ରେ କୋରଧାନ୍ବିତ ହାଇେଥିଲ? ସେଥିପାଇଁ କ'ଣ ତୁମ୍ଭେ ତୁମ୍ଭର ଅଶ୍ବ ଏବଂ ରଥକୁ ଆରୋହଣ କଲ?

ମାଥିଉଲିଖିତ ସୁସମାଚାର 8:26

ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।

Interlinear

Choose Theme