Home Bibles ଗୀତସଂହିତା 18:15 · ଓଡ଼ିଆ ବାଇବେଲ
ଗୀତସଂହିତା 18:15 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ ଓ ପ୍ରବଳ ବଗରେେ ପବନ ବହିବାକୁ ଲାଗିଲା। ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହାଇେ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା। ଆମ୍ଭେ ପୃଥିବୀର ଆଭ୍ଯନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।

Cross references

ଯାତ୍ରା ପୁସ୍ତକ 15:8

ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ଯ ପରିଣତ କଲା। ଏବଂ ଜଳଷୋର୍ତ ପ୍ରାଚୀରତୁଲ୍ଯ ହାଇଗେଲା। ସମୁଦ୍ର ମଧ୍ଯ ସ୍ଥଳ ରେ ଜଳ ଜମାଟ ହାଇଗେଲା।

ଯିହୋଶୂୟ 3:13

ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।

ପ୍ରଥମ ଶାମୁୟେଲ 7:10

ଶାମକ୍ସ୍ଟଯଲେ ନବୈେଦ୍ଯକକ୍ସ୍ଟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗ ରେ ଖକ୍ସ୍ଟବ୍ ଜାରେ ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ବନ୍ଦ ରେ ପଡିଗଲେ, ସେଥିପାଇଁ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲେ।

ଦିତୀୟ ଶାମୁୟେଲ 22:16

ସଦାପ୍ରଭୁଙ୍କ ଗର୍ଜ୍ଜନ ରେ ତାଙ୍କ ନାସିକାର ପ୍ରଶ୍ବାସ ବାଯକ୍ସ୍ଟ ରେ ସମକ୍ସ୍ଟଦ୍ରର ଗର୍ତ୍ତ ପ୍ରକାଶ ପାଇଲା, ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା।

ଦିତୀୟ ରାଜାବଳୀ 19:7

ଏଠାକୁ ଦେଖ ମୁଁ ତାଙ୍କ ମଧିଅରେ ଏକ ଆତ୍ମା ଦବେି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫରେିୟିବ, ଆଉ ମୁଁ ତାକୁ ତା'ର ନିଜ ଦେଶ ରେ ଖଡ୍ଗ ଦ୍ବାରା ବଧ କରିବି।'

ଆୟୁବ ପୁସ୍ତକ 4:9

ପରମେଶ୍ବରଙ୍କ ଦଣ୍ଡ ରେ ସମାନେେ ମୃତ୍ଯୁବରଣ କରନ୍ତି। ପରମେଶ୍ବରଙ୍କ କୋର୍ଧ ରେ ସମାନେେ ଧ୍ବଂସ ହୁଅନ୍ତି।

ଆୟୁବ ପୁସ୍ତକ 36:32

ପରମେଶ୍ବର ନିଜ ହାତ ରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଚାହୁଁଥିବା ଜାଗାମାନଙ୍କୁ ମାରନ୍ତି।

ଆୟୁବ ପୁସ୍ତକ 38:4

ଆୟୁବ, ତୁମ୍ଭେ କେଉଁଠା ରେ ଥିଲ, ଯେତବେେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି ? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମାେତେ ଉତ୍ତର ଦିଅ।

ଗୀତସଂହିତା 74:15

ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।

ଗୀତସଂହିତା 76:6

ୟାକୁବର ପରମେଶ୍ବର, ଯେତବେେଳେ ତୁମ୍ଭେ ଆପଣାର ୟୁଦ୍ଧରବ କଲ, ସମାନଙ୍କେର ଅଶ୍ବଗଣ ଏବଂ ରଥା ରୋହୀଗଣ ପଡ଼ି ମୃତ୍ଯୁବରଣ କଲେ।

ଗୀତସଂହିତା 77:18

ଘୂର୍ଣ୍ଣିବାତ୍ଯାରେ ତୁମ୍ଭର ବଜ୍ରଧ୍ବନି ସ୍ବର ଶୁଣାଗଲା। ବିଜୁଳି ଜଗତକୁ ଆଲୋକମୟ କଲା। ପୃଥିବୀ କମ୍ପିତ ହେଲା।

ଗୀତସଂହିତା 92:10

କିନ୍ତୁ ତୁମ୍ଭେ ମାେତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ଯ ମୁଁ ଦୃଢ଼ ହବେି। ତୁମ୍ଭେ ମାେତେ ବିଶଷେ କାର୍ୟ୍ଯ ପାଇଁ ମନୋନୀତ କରିଛ। ତୁମ୍ଭେ ମାେତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।

ଗୀତସଂହିତା 104:5

ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ।

ଗୀତସଂହିତା 106:9

ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।

ଗୀତସଂହିତା 144:6

ବିଜୁଳି ନିକ୍ଷପେ କରି ଶତ୍ରୁମାନଙ୍କୁ ଘରଦ୍ବାର ଦିଅ। ତୁମ୍ଭର ବାଣ ନିକ୍ଷପେ କର ଏବଂ ସମାନଙ୍କେୁ ତଡ଼ି ଦିଅ।

ଯିଶାଇୟ 11:4

ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।

ଯିଶାଇୟ 30:27

ଦେଖ ! ସଦାପ୍ରଭୁଙ୍କର ନାମ କୋରଧ ରେ ପ୍ରଜ୍ଜ୍ବଳିତ ଓ ନିବିଡ଼ ଧୂମରାଶି ହାଇେ ଦୂରରୁ ଆସୁଅଛି। ତାଙ୍କର ଓଷ୍ଠାଧର କୋର୍ଧ ରେ ପରିପୂର୍ଣ୍ଣ ଓ ତାଙ୍କର ଜିହ୍ବା ସର୍ବଗ୍ରାସକ ଅଗ୍ନି ତୁଲ୍ଯ।

ଯିଶାଇୟ 30:33

ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

ଯିରିମିୟ 31:37

ପୁଣି ସଦାପ୍ରଭୁ ଏହା କହନ୍ତି, ଯଦି ଲୋକମାନେ ଉର୍ଦ୍ଧ୍ବସ୍ଥ ଆକାଶମଣ୍ଡଳ ଓ ଅଧଃସ୍ଥ ପୃଥିବୀକୁ ମାପି ପାରିବେ। ତାହା ହେଲେ କବଳେ ଆମ୍ଭେ ମଧ୍ଯ ଇଶ୍ରାୟେଲର ବଂଶଧରଗଣ ଯାହା କଲେ ତାହା ପ୍ରତ୍ଯାଖାନ କରିଦବୋ। ଏହା ସଦାପ୍ରଭୁ କହନ୍ତି।

ଯୂନସ 2:6

ମୁଁ ସମୁଦ୍ରର ତଳ ଦେଶ ରେ ଥିଲି ଯେଉଁଠାରୁ ପର୍ବତ ଆରମ୍ଭ ହାଇେଛି। ମୁଁ ଭାବିଲି ମୁଁ ଚିରଦିନ ପାଇଁ ସହେି ବନ୍ଦୀଶାଳା ରେ ତାଲା ପଡି ରହିଲି। କିନ୍ତୁ ମାରେ ସଦାପ୍ରଭୁ ମାେତେ କବରରୁ ବାହାର କରି ଆଣିଲେ। ହେ ପରମେଶ୍ବର, ତୁମ୍ଭେ ମାେତେ ପୁନର୍ବାର ଜୀବନ ଦଲେ।

ମୀଖା 6:2

ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧ ରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇଶ୍ରାୟେଲ ଭୂଲ୍ ବୋଲି ପ୍ରମାଣିତ ହବେ।

ଯିଖରିୟ 9:14

ସଦାପ୍ରଭୁ ତାଙ୍କ ସମ୍ମୁଖ ରେ ଉପସ୍ଥିତ ହବେେ। ବିଦ୍ଯୁତ ସଦୃଶ ତାଙ୍କର ଶର ୟିବ। ସଦାପ୍ରଭୁ ପରମେଶ୍ବର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡୁ ଝଡପରି ଅଗ୍ରସର ହବେେ।

Interlinear

Choose Theme