Home Bibles ଗୀତସଂହିତା 114:3 · ଓଡ଼ିଆ ବାଇବେଲ
ଗୀତସଂହିତା 114:3 · ଓଡ଼ିଆ ବାଇବେଲ

ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।

Cross references

ଯାତ୍ରା ପୁସ୍ତକ 14:21

ମାଶାେ ତାଙ୍କର ଆଶାବାଡି ସୂଫ ସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବଗେ ରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହାଇଗେଲା ଏବଂ ସମୁଦ୍ର ମଧ୍ଯ ଶୁଷ୍କ ଭୂମିରେ ପରିଣତ ହାଇଗେଲା।

ଯାତ୍ରା ପୁସ୍ତକ 15:8

ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ଯ ପରିଣତ କଲା। ଏବଂ ଜଳଷୋର୍ତ ପ୍ରାଚୀରତୁଲ୍ଯ ହାଇଗେଲା। ସମୁଦ୍ର ମଧ୍ଯ ସ୍ଥଳ ରେ ଜଳ ଜମାଟ ହାଇଗେଲା।

ଯିହୋଶୂୟ 3:13

ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।

ଯିହୋଶୂୟ 3:16

ତା'ପରେ ଉପରକ୍ସ୍ଟ ବହକ୍ସ୍ଟଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ ପର୍ୟ୍ଯନ୍ତ ବନ୍ଦ ହାଇଗେଲା ଓ ଗୋଟିଏ ରାଶି ରେ ପରିଣତ ହାଇେ ସ୍ଥଗିତ ହେଲା। ଏବଂ ମୃତ ସମକ୍ସ୍ଟଦ୍ରକକ୍ସ୍ଟ ଯାଉଥିବା ନିମ୍ନଗାମୀ ଜଳ ସୋର୍ତ ବନ୍ଦ ହାଇଗେଲା। ଇତ୍ଯବସ ରେ ଲୋକମାନେ ଯିରୀହାେ ନିକଟରେ ୟର୍ଦ୍ଦନ ନଦୀ ପାର ହେଲେ।

ଗୀତସଂହିତା 74:15

ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।

ଗୀତସଂହିତା 77:16

ହେ ପରମେଶ୍ବର, ତୁମ୍ଭକୁ ଦେଖି ଜଳରାଶି ଡ଼ରିଗଲା। ଗଭୀର ସମୁଦ୍ର ଭୟରେ ଥରି ଉଠିଲା।

ଗୀତସଂହିତା 77:17

ମେଘମାଳା ସମାନଙ୍କେର ଜଳବୃଷ୍ଟି କଲେ। ଆକାଶରେ ମେଘର ଘାରେ ଗର୍ଜ୍ଜନ ଲୋକମାନେ ଶୁଣିଲେ। ତା'ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।

ଗୀତସଂହିତା 104:7

କିନ୍ତୁ ତୁମ୍ଭେ ଆଜ୍ଞା ଦଲେ ଓ ଜଳରାଶି ସଠାରୁେ ଛାଡ଼ି ପଳାଇଲା। ହେ ପରମେଶ୍ବର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।

ଗୀତସଂହିତା 106:9

ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।

ଯିଶାଇୟ 63:12

ଯେ ନିଜର ଅଦ୍ଭୁତ ଶକ୍ତି ବଳ ରେ ନିଜର ଦକ୍ଷିଣ ହସ୍ତ ସାହାୟ୍ଯ ରେ ମାଶାଙ୍କେୁ ପରିଚାଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାଯୀ ନାମ ସ୍ଥାପନ ଉଦ୍ଦେଶ୍ଯ ରେ ସମାନଙ୍କେ ସମ୍ମୁଖ ରେ ଜଳକୁ ଦୁଇଭାଗ କଲେ, ସେ କାହାଁନ୍ତି ?

ହବକକୂକ 3:8

ହେ ସଦାପ୍ରଭୁ, ତୁମ୍ଭେ କ'ଣ ନଦୀ, ଝରଣା, ସମୁଦ୍ର ଉପ ରେ କୋରଧାନ୍ବିତ ହାଇେଥିଲ? ସେଥିପାଇଁ କ'ଣ ତୁମ୍ଭେ ତୁମ୍ଭର ଅଶ୍ବ ଏବଂ ରଥକୁ ଆରୋହଣ କଲ?

ହବକକୂକ 3:15

କିନ୍ତୁ ତୁମ୍ଭେ ସହେି କାଦୁଅ ଓ ପ୍ରବଳ ଜଳଷୋର୍ତ ମଧ୍ଯଦଇେ ଘୋଡାକୁ ଝପଟାଇ ଦଲେ।

Interlinear

Choose Theme