Home Bibles ଦିତୀୟ ଶାମୁୟେଲ 22:12 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 22:12 · ଓଡ଼ିଆ ବାଇବେଲ

ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତ ରେ ଲକ୍ସ୍ଟଚି ଗଲେ, ସତେ ଯମେିତି ଏକ ତମ୍ବୁ ଭିତ ରେ ଲକ୍ସ୍ଟଚି ରହିଲେ। ସେ ଘନ ବିଜକ୍ସ୍ଟଳି ୟକ୍ସ୍ଟକ୍ତ ମେଘ ଭିତ ରେ ଲକ୍ସ୍ଟଚି ଗଲେ।

Cross references

ଦିତୀୟ ଶାମୁୟେଲ 22:10

0ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକକ୍ସ୍ଟ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।

ଆୟୁବ ପୁସ୍ତକ 36:29

କହେି ବୁଝିପାରିବେ ନାହିଁ ଯେ, ପରମେଶ୍ବର ମେଘକୁ ବାହା ରେ ବିସ୍ତାର କରନ୍ତି କି ଆକାଶ ରେ ଘଡ଼ଘଡ଼ି କିପରି ମା ରେ।

ଗୀତସଂହିତା 18:11

ପରମେଶ୍ବର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ। ସତେ ୟମେିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳିୟୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।

ଗୀତସଂହିତା 27:5

ସଦାପ୍ରଭୁ ମାେତେ ନିଶ୍ଚଯ ବିପଦରୁ ରକ୍ଷା କରିବେ। ସେ ମାେତେ ତାଙ୍କ ମନ୍ଦିରରେ ଲୁଚାଇ ରଖିବେ। ସେ ମାେତେ ନଇେ ତାଙ୍କ ନିରାପଦ ସ୍ଥାନରେ ରଖିବେ।

ଗୀତସଂହିତା 97:2

ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।

Interlinear

Choose Theme