Home Bibles ଦିତୀୟ ଶାମୁୟେଲ 22:11 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 22:11 · ଓଡ଼ିଆ ବାଇବେଲ

ସେ ଉଡକ୍ସ୍ଟଥିଲେ, ସେ କିରକ୍ସ୍ଟବଦୂତଗଣ ଉପରେ ଆରୋହଣ କରି ଉଡ୍ଡିଯମାନ ହେଲେ। ସେ ବାଯକ୍ସ୍ଟର ପକ୍ଷ ଉପରେ ଦଖାଗେଲେ।

Cross references

ଆଦି ପୁସ୍ତକ 3:24

ସଦାପ୍ରଭୁ ପରମେଶ୍ବର ଏହିପରି ମନୁଷ୍ଯକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦବୋପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣଯମାନ ଖଡ୍ଗ ଏଦୋନ ଉଦ୍ୟାନର ପ୍ରବେଶ ସ୍ଥାନ ରେ ରଖିଲେ।

ଯାତ୍ରା ପୁସ୍ତକ 25:19

ଏକ ଦୂତକୁ ଗୋଟିଏ ମୁଣ୍ଡ ରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡ ରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର।

ପ୍ରଥମ ଶାମୁୟେଲ 4:4

ତା'ପରେ ସମାନେେ ଲୋକମାନଙ୍କୁ ଶୀଲୋକକ୍ସ୍ଟ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଆଣିଲେ। ସିନ୍ଦକ୍ସ୍ଟକର ଉପରେ କିରୂବ ଦୂତଗଣ ଥିଲେ। ସମାନେେ ପରମେଶ୍ବରଙ୍କ ସିଂହାସନ ପରି ଏଲିଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପୀନହସ୍ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ସଙ୍ଗେ ଆସିଲେ।

ଗୀତସଂହିତା 18:10

ସଦାପ୍ରଭୁ ସହେି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ। ସେ ବାଯୁର ଗତିରେ ଉଡ଼ିବାକୁ ଲାଗିଲେ।

ଗୀତସଂହିତା 68:17

ପରମେଶ୍ବରଙ୍କର ଅଯୁତ ଅଯୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ୍ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।

ଗୀତସଂହିତା 80:1

ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

ଗୀତସଂହିତା 99:1

ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।

ଗୀତସଂହିତା 104:3

ପରମେଶ୍ବର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଛ। ତୁମ୍ଭେ ବାଯୁ ରୂପକ ପକ୍ଷ ଦ୍ବାରା ଆକାଶରେ ଗମନାଗମନ କରୁଛ।

ଗୀତସଂହିତା 139:9

ସଦାପ୍ରଭୁ ମୁଁ ୟଦି ପୂର୍ବକୁ ୟାଏଁ ଯେଉଁଠାରେ ସୂର୍ୟ୍ଯ ଉଦଯ ହେଉଅଛି। ୟଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ୟାଏ,

ଯିହିଜିକଲ 9:3

ଏବଂ ଇଶ୍ରାୟେଲର ପରମେଶ୍ବରଙ୍କ ମହିମା ଯେଉଁ କିରୁବର ଉପ ରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ବାର ନିକଟକୁ ୟାଇଥିଲା। ତା'ପ ରେ ସେ ସହେି ଶୁକ୍ଲବସ୍ତ୍ର ପରିହିତ ଓ ପାଶର୍‌ବ ରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ।

ଯିହିଜିକଲ 10:2

ଏବଂ ସେ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ କହିଲେ, କିରୁବଦୂତଗଣର ନମ୍ନ ରେ ଥିବା ତୁମ୍ଭେ ସହେି ଘୂର୍ଣ୍ଣିଯମାନ ଚକ୍ର ମଧିଅରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ବଳନ୍ତ ଅଙ୍ଗାର ସଂଗ୍ରହ କର ଓ ସଗେୁଡ଼ିକ ଉପ ରେ ବିଞ୍ଚି ଦିଅ।

ଏବ୍ରୀ 1:14

ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।

Interlinear

Choose Theme