Home Bibles ଦିତୀୟ ଶାମୁୟେଲ 22:13 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 22:13 · ଓଡ଼ିଆ ବାଇବେଲ

ତାଙ୍କର ଚତକ୍ସ୍ଟର୍ଦ୍ଦିଗର ଉଜ୍ଜଳ ଆଲୋକଗକ୍ସ୍ଟଡିକ ଜଳନ୍ତ ଅଗ୍ନିକଣା ସଦୃଶ।

Cross references

ଯାତ୍ରା ପୁସ୍ତକ 24:17

ସଠାେରେ ସଦାପ୍ରଭୁଙ୍କର ମହିମା ପର୍ବତ ଶିଖର ଉପରେ ଦଖାଗେଲା। ଇଶ୍ରାୟେଲର ଲୋକଙ୍କୁ ଏହା ଗ୍ରାସକାରୀ ଅଗ୍ନି ପରି ଦଖାଗେଲା।

ଦିତୀୟ ଶାମୁୟେଲ 22:9

ପରମେଶ୍ବରଙ୍କର ନାକରୁ ଧୂଆଁ ନିର୍ଗତ ହେଲା, ଜ୍ବଳନ୍ତ ଅଗ୍ନିଶିଖା ତାଙ୍କର ମକ୍ସ୍ଟଖରକ୍ସ୍ଟ ବାହାରିଲା। ଜଳନ୍ତ ଅଙ୍ଗାର ସବୁ ତାଙ୍କଠାରକ୍ସ୍ଟ ନିର୍ଗତ ହବୋକକ୍ସ୍ଟ ଲାଗିଲା।

Interlinear

Choose Theme