ଏହାପରେ ପକ୍ସ୍ଟଣିଥରେ ଗୋବ ରେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ ହେଲା, ତହିଁରେ ହୂଶାତୀଯ ସଦ୍ଦଖଯ ଦୀର୍ଘ୍ଯକାଯ ବଂଶଜାତ ସଫକକ୍ସ୍ଟ ବଧ କଲା।
Cross references
ସେ ସମୟ ଇଶ୍ବୀବନୋବ୍ ନାମ ରେ ତିନିଶ ଶକେଲ ପରିମିତି ପିତ୍ତଳମଯ ବର୍ଚ୍ଛାଧାରୀ ଦୀର୍ଘକାଯ ବଂଶ ଜାତ ଜଣେ ନୂତନ ଖଡ୍ଗ ରେ ସସଜ୍ଜ ହାଇେ ଦାଉଦଙ୍କକ୍ସ୍ଟ ହତ୍ଯା କରିବାକୁ ଚେଷ୍ଟା କଲା।
ଏହାପରେ ପକ୍ସ୍ଟଣି ଥରେ ଗାଥରେ ୟକ୍ସ୍ଟଦ୍ଧ ହେଲା, ସଠାେରେ ଅତି ଦୀର୍ଘକାଯ ପକ୍ସ୍ଟଣି ପ୍ରତି ହସ୍ତ ପାଦ ରେ ଛଅ ଛଅ ଅଙ୍ଗକ୍ସ୍ଟଳି, ସର୍ବସକ୍ସ୍ଟଦ୍ଧା ଚବିଶ ଅଙ୍ଗକ୍ସ୍ଟଳି ବିଶିଷ୍ଟ ଏକ ଜଣ ଥିଲା। ସେ ମଧ୍ଯ ଦୀର୍ଘକାଯ ବଂଶଜାତ।
ଏହି ଗ୍ଭରିଜଣ ଗାଥରେ ଦୀର୍ଘକାଯ ବଂଶ ରେ ଜନ୍ମି ଥିଲେ, ଏବଂ ସମାନେେ ଦାଉଦଙ୍କ ହସ୍ତ ରେ ଓ ତାଙ୍କର ଲୋକମାନଙ୍କ ହସ୍ତ ରେ ହତ ହେଲେ।
ହୁଶାତୀଯ ସିଦ୍ଦଖଯ, ଅହୋହୀଯ ଈଲଯ ;
ଏହାପରେ ଗଷେର ସହର ରେ ଇଶ୍ରାୟେଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ୟୁଦ୍ଧ କଲେ। ସହେି ସମୟରେ ହଶାତୀଯ ସିଦ୍ଦଖଯ ସିପ୍ପଯକୁ ବଧ କଲେ। ଏହି ସିପ୍ପଯ ଦୈତ୍ଯପୁତ୍ରମାନଙ୍କ ମଧ୍ଯରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲୀୟମାନଙ୍କର କ୍ରୀତଦାସ ତୁଲ୍ଯ ହାଇଗେଲେ।
ସିଦ୍ଦଖଯ ଅଷ୍ଟମ ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ଅଷ୍ଟମ ମାସର ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ହୂଶାତୀଯରୁ ଆସିଥିଲେ। ସିଦ୍ଦଖଯ ସରହଙ୍କେ ପରିବାରରୁ ଆସିଥିଲେ। ସିଦ୍ଦଖଯଙ୍କ ଦଳ ରେ 24,000 ଲୋକ ଥିଲେ।