Home Bibles ପ୍ରଥମ ବଂଶାବଳୀ 27:11 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 27:11 · ଓଡ଼ିଆ ବାଇବେଲ

ସିଦ୍ଦଖଯ ଅଷ୍ଟମ ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ଅଷ୍ଟମ ମାସର ସନୋଧ୍ଯକ୍ଷ ଥିଲେ। ସିଦ୍ଦଖଯ ହୂଶାତୀଯରୁ ଆସିଥିଲେ। ସିଦ୍ଦଖଯ ସରହଙ୍କେ ପରିବାରରୁ ଆସିଥିଲେ। ସିଦ୍ଦଖଯଙ୍କ ଦଳ ରେ 24,000 ଲୋକ ଥିଲେ।

Cross references

ଗଣନା ପୁସ୍ତକ 26:20

ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।

ଦିତୀୟ ଶାମୁୟେଲ 21:18

ଏହାପରେ ପକ୍ସ୍ଟଣିଥରେ ଗୋବ ରେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ ହେଲା, ତହିଁରେ ହୂଶାତୀଯ ସଦ୍ଦଖଯ ଦୀର୍ଘ୍ଯକାଯ ବଂଶଜାତ ସଫକକ୍ସ୍ଟ ବଧ କଲା।

ପ୍ରଥମ ବଂଶାବଳୀ 11:29

ହୁଶାତୀଯ ସିଦ୍ଦଖଯ, ଅହୋହୀଯ ଈଲଯ ;

ପ୍ରଥମ ବଂଶାବଳୀ 20:4

ଏହାପରେ ଗଷେର ସହର ରେ ଇଶ୍ରାୟେଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ୟୁଦ୍ଧ କଲେ। ସହେି ସମୟରେ ହଶାତୀଯ ସିଦ୍ଦଖଯ ସିପ୍ପଯକୁ ବଧ କଲେ। ଏହି ସିପ୍ପଯ ଦୈତ୍ଯପୁତ୍ରମାନଙ୍କ ମଧ୍ଯରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲୀୟମାନଙ୍କର କ୍ରୀତଦାସ ତୁଲ୍ଯ ହାଇଗେଲେ।

Interlinear

Choose Theme