Home Bibles ଦିତୀୟ ଶାମୁୟେଲ 20:2 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 20:2 · ଓଡ଼ିଆ ବାଇବେଲ

ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଦାଉଦଙ୍କକ୍ସ୍ଟ ପରିତ୍ଯାଗ କଲେ ଓ ବିଖ୍ରିର ପକ୍ସ୍ଟତ୍ର ଶବେଃର ଅନକ୍ସ୍ଟସରଣ କଲେ। ମାତ୍ର ୟର୍ଦ୍ଦନଠାରକ୍ସ୍ଟ ୟିରକ୍ସ୍ଟଶାଲମ ପର୍ୟ୍ଯନ୍ତ ୟିହକ୍ସ୍ଟଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ।

Cross references

ଦିତୀୟ ଶାମୁୟେଲ 19:15

ସତଣୁ ରାଜା ଦାଉଦ ୟର୍ଦ୍ଦନ ନଦୀ ପର୍ୟ୍ଯନ୍ତ ଗଲଲ। ୟକ୍ସ୍ଟହକ୍ସ୍ଟଦାରସଲାକମାଲନ ରାଜାଙ୍କକ୍ସ୍ଟ ଗିଲଗଲଠାଲର ଭଲଟିଲଲ ଓ ୟର୍ଦ୍ଦନ ପାର କରିସନଇଗଲଲ।

ଦିତୀୟ ଶାମୁୟେଲ 19:40

ରାଜା ୟର୍ଦ୍ଦନ ପାରସହାଇ ଗିଲଗଲକକ୍ସ୍ଟ ଗଲଲ ଓ କିମ୍ହମ୍ ତାଙ୍କ ସଙ୍ଲଗ ପାରସହାଇଗଲଲ। ପକ୍ସ୍ଟଣି ୟିହକ୍ସ୍ଟଦାର ସମସ୍ତସଲାକ ମଧ୍ଯ ଇଶ୍ରାଲୟଲର ଅର୍ଦ୍ଧଲକସଲାକ ରାଜାଙ୍କକ୍ସ୍ଟ ଘଲନି ଆସିଲଲ।

ପ୍ରଥମ ରାଜାବଳୀ 12:20

ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।

ଦିତୀୟ ବଂଶାବଳୀ 10:17

କିନ୍ତୁ ଇଶ୍ରାୟେଲ ରେ କେତକେ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିଯାମ୍ ସହେି ଲୋକମାନଙ୍କ ଉପରେ ରାଜତ୍ବ କଲେ।

ଗୀତସଂହିତା 62:9

ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।

ଗୀତସଂହିତା 118:8

ଲୋକମାନଙ୍କଠାରେ ବିଶ୍ବାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।

ହିତୋପଦେଶ 17:14

ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।

ଯୋହନଲିଖିତ ସୁସମାଚାର 6:66

ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନକେ ଶିଷ୍ଯ ତାହାଙ୍କୁ ଛାଡି ଚାଲିଗଲେ। ସମାନେେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:23

ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।

Interlinear

Choose Theme