Home Bibles ଦିତୀୟ ଶାମୁୟେଲ 2:21 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 2:21 · ଓଡ଼ିଆ ବାଇବେଲ

ଅସା ହେଲକକ୍ସ୍ଟ ହତ୍ଯା କରିବା ପାଇଁ ଅବନର ଗ୍ଭହକ୍ସ୍ଟଁ ନ ଥିଲେ। ତେଣୁ ଅବନର ଅସା ହେଲକକ୍ସ୍ଟ କହିଲେ, ମାେ ପଛ ରେ ଦୌଡିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛ ରେ ଦୌଡ଼ନ୍ତି, ତାଠାରକ୍ସ୍ଟ ତୁମ୍ଭେ ସହଜ ରେ ସାଂଜକ୍ସ୍ଟ ଛଡାଇ ତକ୍ସ୍ଟମ୍ଭ ପାଇଁ ଆଣିପାରିବ। କିନ୍ତୁ ଅସା ହେଲ ମନା କଲେ ଓ ଅବ୍ନର ପଛ ରେ ଗୋଡ଼ାଇଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 14:19

ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।

Interlinear

Choose Theme