ଜଣେ ବ୍ଯକ୍ତି ଅଧିକ ଖୁସି ହୁଏ, ଯେତବେେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ। ସହେି ବ୍ଯକ୍ତିଟି ଅଧିକ ଭାଗ୍ଯଶାଳୀ ୟିଏ ନିଜର ପାପକୁ ଗୋପନ ରେଖ ନାହିଁ।
Cross references
ସହେି ଲୋକ ସହେି ପ୍ରାଣୀକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ ଓ ସହେି ପ୍ରାଣୀର ଏକ ଅଂଶ ଉପହାର ସ୍ବରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ସେ ଯଦି ତାହା ନକରେ ତବେେ ରକ୍ତପାତର ଅପରାଧ ରେ ଅପରାଧୀ ହବେ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।
ମାଶାେ ବ୍ଯବସ୍ଥା ଦବୋ ପୂର୍ବରୁ ପାପ ସଂସାର ରେ ଥିଲା। କିନ୍ତୁ ପରମେଶ୍ବର, ବ୍ଯବସ୍ଥା ନଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନଥିଲେ।
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।
ମାେ କହିବା କଥା ଯେ, ପରମେଶ୍ବର ଖ୍ରୀଷ୍ଟଙ୍କ ହତେୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କବଳେ ସତେିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦଇେଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।
ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।
ସମାନେେ କବେେ ମିଥ୍ଯା କହନ୍ତି ନାହିଁ। ସମାନେେ ସର୍ବଦା ନିର୍ଦ୍ ଦୋଷ।