ଦିତୀୟ ଶାମୁୟେଲ 19:2 · ଓଡ଼ିଆ ବାଇବେଲ
ଦାଉଦଙ୍କର ସୌନ୍ଯଦଳସସଦିନ ୟକ୍ସ୍ଟଦ୍ଧସର ଜଯଲାଭ କଲଲ। କିନ୍ତୁ ଜଯଲାଭ କରିବାର ଆନନ୍ଦ ସମସ୍ତସଲାକମାନଙ୍କ ପାଇଁ ଦକ୍ସ୍ଟଃଖସର ପରିଣତସହଲା। ଏହା ଥିଲା ଏକ ଦକ୍ସ୍ଟଃଖର ଦିନ, କାରଣସଲାକମାଲନ ଶୁଣିବାକୁ ପାଇଲଲସଯ, ରାଜା ତାଙ୍କର ନିଜ ପକ୍ସ୍ଟତ୍ର ପାଇଁ ଅତ୍ଯନ୍ତ ଦକ୍ସ୍ଟଃଖିତ।
Cross references
ଦିତୀୟ ଶାମୁୟେଲ 14:1
ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ଅନ୍ତଃକରଣ ଅବଶା ଲୋମ ଆଡେ ଅଛି।
ହିତୋପଦେଶ 16:15
ରାଜାର ପ୍ରସନ୍ନ ବଦନ ରେ ଜୀବନ ଥାଏ। ତାଙ୍କର ଅନୁଗ୍ରହ ଶଷେ ବର୍ଷାର ମେଘସ୍ବରୂପ।
ହିତୋପଦେଶ 19:12
ରାଜାର କୋର୍ଧ ସିଂହର ଗର୍ଜ୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପ ରେ ଥିବା କାକର ତୁଲ୍ଯ।