ଅହୀମାସ ଉଚ୍ଚସ୍ବର ରେ କହିଲା, ସବୁ ମଙ୍ଗଳ! ଅହୀମାସ ରାଜାଙ୍କ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁ ମାଡି ପ୍ରଣାମ କଲା। ଅହୀମାସ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ବରଙ୍କର ପ୍ରଶଂସା କରନ୍ତକ୍ସ୍ଟ। ମାରେ ସଦାପ୍ରଭୁ ସହେିମାନଙ୍କୁ ପରାସ୍ତ କରିଛନ୍ତି, ଯେଉଁମାନେ ରାଜାଙ୍କ ବିରକ୍ସ୍ଟଦ୍ଧ ରେ ଯାଉଥିଲେ।
Cross references
ସର୍ବୋପରିସ୍ଥ ପରମେଶ୍ବର ଧନ୍ଯ ହୁଅନ୍ତୁ ୟିଏ ତୁମ୍ଭର ଶତୃଗଣଙ୍କୁ ତୁମ୍ଭ ହସ୍ତ ରେ ଦେଲେ।
ସହେି ଦାସଜଣଙ୍କ କହିଲା, ମାରେ କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ବର ଧନ୍ଯ ହୁଅନ୍ତୁ। ୟ ହତେୁ ସଦାପ୍ରଭୁ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ଯାଚରଣ କରିବାରୁ ନିବୃତ୍ତ ହାଇେ ନାହାଁନ୍ତି। ସଦାପ୍ରଭୁ ମାେ କର୍ତ୍ତାଙ୍କର ସମ୍ବନ୍ଧୀଯଙ୍କ ଗୃହକୁ କଢ଼ାଇ ନେଲେ।
ତୁମ୍ଭେ ମାେତେ କହିଲ, ତୁମ୍ଭେ ଯେଉଁ ଭଲ କାର୍ୟ୍ଯ କରିଛ, ସଦାପ୍ରଭୁ ମାେତେ ତୁମ୍ଭକୁ ଦଇେଥିଲେ କିନ୍ତୁ ତୁମ୍ଭେ ମାେତେ ହତ୍ଯା କଲ ନାହିଁ।
ଅବୀଶଯ ଦାଉଦଙ୍କକ୍ସ୍ଟ କହିଲା, ଆଜି ପରମେଶ୍ବର ତୁମ୍ଭକୁ ତକ୍ସ୍ଟମ୍ଭ ଶତୃକକ୍ସ୍ଟ ପରାସ୍ତ କରିବାର ସକ୍ସ୍ଟୟୋଗ ଦଇେଛନ୍ତି। ତେଣୁ ଏହି ବର୍ଚ୍ଛା ରେ ତାକକ୍ସ୍ଟ ଭୂମିରେ ବଦ୍ଧ କରିବାକୁ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମୁ ତାକକ୍ସ୍ଟ ଏକାଥରେ ହତ୍ଯା କରିବି।
ତା'ପରେ ତୃତୀୟ ଦିନ ଶାଉଲଙ୍କର ଛାଉଣୀରକ୍ସ୍ଟ ଜଣେ ସୈନ୍ଯ ସିକ୍ଲଗ୍କକ୍ସ୍ଟ ଆସିଲା। ସେ ଲୋକଟି ଅତ୍ଯନ୍ତ ଦକ୍ସ୍ଟଃଖିତ ଥିଲା। ତା'ର ବସ୍ତ୍ର ଚିରି ୟାଇଥିଲା ଏବଂ ତା' ମକ୍ସ୍ଟଣ୍ତ ରେ ମାଟି ବୋଳି ହାଇେଥିଲା। ଉକ୍ତ ଲୋକ ଜଣକ ଦାଉଦଙ୍କ ପାଖକକ୍ସ୍ଟ ଆସି ଭୂମିଷ୍ଠ ପ୍ରଣାମ କଲା।
ତହକ୍ସ୍ଟଁ ତକୋଯର ସହେି ସ୍ତ୍ରୀ ଜଣକ ରାଜାଙ୍କକ୍ସ୍ଟ କଥା କହିବା ବେଳେ ଭୂମିରେ ମକ୍ସ୍ଟଣ୍ତମାଡି ପ୍ରମାଣ କରି କହିଲା, ମହାରାଜ, ରକ୍ଷା କରନ୍ତକ୍ସ୍ଟ।
ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦଯର ତୁମ୍ଭେ ସହେିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦକ୍ସ୍ଟଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତକ୍ସ୍ଟର ଅଟ।
ଚତୁର୍ଥ ଦିନ ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ବରାଖା ଉପତ୍ୟକା ରେ ମିଳିତ ହେଲେ। ସହେି ସ୍ଥାନ ରେ ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କଲେ। ତେଣୁ ସହେି ସ୍ଥାନର ନାମ ଆଜି ପର୍ୟ୍ଯନ୍ତ ବରଖା ଉପତ୍ୟକା ହାଇେଅଛି।
ତୁମ୍ଭେ ମାରେ ଶତ୍ରୁଙ୍କ ହସ୍ତରେ ମାେତେ ଅର୍ପଣ କରିବ ନାହିଁ। ତୁମ୍ଭେ ସମାନଙ୍କେ ୟନ୍ତାରୁ ମାେତେ ମୁକ୍ତ କରିବ।
ହେ ସଦାପ୍ରଭୁ, ଆମ୍ଭମାନେେ କୌଣସି ମହିମାର ୟୋଗ୍ଯ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରମେ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।
ସଦାପ୍ରଭୁ ମାରେ ଶୈଳ, ତାଙ୍କର ପ୍ରଶଂସା ହେଉ। ସେ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :