Home Bibles ଦିତୀୟ ଶାମୁୟେଲ 17:5 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:5 · ଓଡ଼ିଆ ବାଇବେଲ

କିନ୍ତୁ ଅବଶା ଲୋମ କହିଲେ, ଅର୍କୀଯ ହୂଶଯକକ୍ସ୍ଟ ମଧ୍ଯ ଡାକ, ଆଉ ସେ କ'ଣ କହକ୍ସ୍ଟଛି ଶକ୍ସ୍ଟଣିବା।

Cross references

ଦିତୀୟ ଶାମୁୟେଲ 15:31

ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।

ଦିତୀୟ ଶାମୁୟେଲ 15:32

ଦାଉଦ ପର୍ବତର ଉପରି ଭାଗକକ୍ସ୍ଟ ଆସିଲେ, ଯେଉଁଠା ରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଁଞ୍ଚି ଦେଖିଲେ ଅର୍କୀଯ ହଶଯ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦଇେ ତାଙ୍କୁ ଭଟେିବା ପାଇଁ ଉପସ୍ଥିତ ହେଲା।

ଦିତୀୟ ଶାମୁୟେଲ 15:37

ତା'ପରେ ଦାଉଦଙ୍କର ବନ୍ଧକ୍ସ୍ଟ ହଶଯ ନଗରକକ୍ସ୍ଟ ଆସିଲା ଏବଂ ଅବଶା ଲୋମ ମଧ୍ଯ ୟିରକ୍ସ୍ଟଶାଲମ ରେ ପହନ୍ଚିଲେ।

ଦିତୀୟ ଶାମୁୟେଲ 16:16

ଦାଉଦଙ୍କର ସାଙ୍ଗ ଅର୍କୀଯ ହୂଶଯ ଅବଶା ଲୋମ ନିକଟକକ୍ସ୍ଟ ଆସନ୍ତେ ହୂଶଯ ଅବଶାଲୋମକକ୍ସ୍ଟ କହିଲା, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ।

ପ୍ରଥମ ରାଜାବଳୀ 12:9

ରିହବିଯାମ ସମାନଙ୍କେୁ କହିଲେ, ସହେି ଲୋକମାନେ ମାେତେ କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ଉପରେ ଯେଉଁ ୟୁଆଳି ରଖିଛନ୍ତି,' ଦୟାକରି ତାହା ହାଲୁକା କର। ସମାନଙ୍କେୁ ଉତ୍ତର ଦବୋକୁ ତୁମ୍ଭମାନେେ ଆମ୍ଭକୁ କି ମନ୍ତ୍ରଣା ଦେଉଛ?

Interlinear

Choose Theme