ମୁ ଜାଣେ ମାରେମୂନିବଙ୍କର କଥା, ନିଶ୍ଚିତ ଭାବରେ ମାେତେ ବିଶ୍ରାମ ଦବେ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ବରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭକ୍ସ୍ଟଲ୍ ଏବଂ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସର୍ବଦା ତକ୍ସ୍ଟମ୍ଭ ପାଖ ରେ ଅଛନ୍ତି।
Cross references
ଆମ୍ଭମାନେେ ତକ୍ସ୍ଟମ୍ଭଙ୍କକ୍ସ୍ଟ ମାନିବକ୍ସ୍ଟ, ଯେପରି ଆମ୍ଭେ ମାଶାଙ୍କେକ୍ସ୍ଟ ମାନିଥିଲକ୍ସ୍ଟ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସହିତ ରକ୍ସ୍ଟହନ୍ତକ୍ସ୍ଟ ଯେପରି ମାଶାଙ୍କେ ସହିତ ଥିଲେ।
ଅଖୀଶ ଉତ୍ତର ଦେଲେ, ମୁ ବିଶ୍ବାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ବରଙ୍କର ଦୂତ ସ୍ବରକ୍ସ୍ଟପ। ତଥାପି ପଲେଷ୍ଟୀୟ ଶାସକମାନେ କହକ୍ସ୍ଟଛନ୍ତି, 'ଦାଉଦ କବେେ ଆମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇପାରିବେ ନାହିଁ।'
ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରେତ୍ୟକକ କଥାକକ୍ସ୍ଟ ଅଲଗା ଭାବରେ ଦେଖି ପାରିଥାନ୍ତେ। ମାରେ ପ୍ରଭକ୍ସ୍ଟ, ଆପଣ ପରମେଶ୍ବରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀ ରେ କେଉଁଠି କ'ଣ ହେଉଛି, ଆପଣ ସବୁ ଜାଣି ପାରକ୍ସ୍ଟଛନ୍ତି।
କିନ୍ତୁସମାର ଦାସସମାଲତ ପ୍ରବଞ୍ଚନା କଲା।ସସ ହିଁ ଆପଣଙ୍କ ପାଖକକ୍ସ୍ଟ ଗଲା ଓସସ ଆପଣଙ୍କ ଆଗସରସମାର ଅପବାଦ କରିଅଛ। କିନ୍ତୁସହସମାର ପ୍ରଭକ୍ସ୍ଟ ଓ ମହାରାଜ, ଆପଣସହଉଛନ୍ତି ପରଲମଶ୍ବରଙ୍କର ଜଲଣ ଦୂତପରି,ସତଣୁ ଆପଣଙ୍କ ଦକ୍ସ୍ଟଷ୍ଟିସର ଯାହା ଭଲ ତାହା କରନ୍ତକ୍ସ୍ଟ।
ଆପଣସମାର ଜଲଜଲବାପାଙ୍କର ସମସ୍ତ ପରିବାରକକ୍ସ୍ଟ ହତ୍ଯା କରି ପାରିଥାନ୍ତଲ, କିନ୍ତୁ ଆପଣ ତାହା କଲଲ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକକ୍ସ୍ଟ ନିଜ ମଲଜସରସଭାଜନକାରୀସଲାକମାନଙ୍କ ସଙ୍ଗସର ସ୍ଥାନସଦଲଲ। ଏହିସହତକ୍ସ୍ଟ ଏଲବ ମହାରାଜାଙ୍କ ନିକଟଲର ଆଉ ଆପତ୍ତି କରିବା ପାଇଁସମାର କଲଉଁ ଅଧିକାର ଅଛି?
ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?
ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।
ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।
କୌଯି ରେ ରୂପା, ଉହ୍ନଇେ ରେ ସୁନା, ପ୍ରଶଂସା ରେ ମନୁଷ୍ଯ ପରୀକ୍ଷିତ ହୁଏ।
ଯେଉଁଲୋକ ଆପଣା ପ୍ରତିବେଶୀର ଚାଟୁବାଦ କରେ, ସେ ତା'ର ପାଦ ପାଇଁ ଫାନ୍ଦ ବିଛାଏ।
ଯେଉଁଲୋକ ଆଧ୍ଯାତ୍ମିକ ନୁହେଁ, ସେ ପରମେଶ୍ବରଙ୍କ ଆତ୍ମିକ ସତ୍ଯଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ଯଗୁଡ଼ିକୁ ବୁଝିପା ରେ ନାହିଁ, କାରଣ ସଗେୁଡ଼ିକୁ କବଳେ ଆଧ୍ଯାତ୍ମିକ ଭାବରେ ବିଚାର କରି ହବେ।
କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।