କୌଯି ରେ ରୂପା, ଉହ୍ନଇେ ରେ ସୁନା, ପ୍ରଶଂସା ରେ ମନୁଷ୍ଯ ପରୀକ୍ଷିତ ହୁଏ।
Cross references
ଆଉ ସହେି ସ୍ତ୍ରୀମାନେ ନୃତ୍ଯ କରୁକରୁ ଗାଇଲେ,
ଶାଉଲ ଦେଖିଲେ ଦାଉଦ ସବୁ କ୍ଷେତ୍ର ରେ ବିଜଯୀ ହେଉଛନ୍ତି। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଭୟ କରିବାକୁ ଲାଗିଲେ।
ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇଶ୍ରାୟେଲୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରେତ୍ୟକକ ଥର ଦାଉଦ ସମାନଙ୍କେୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ଯ ପାଇଲେ।
ସମକ୍ସ୍ଟଦାଯ ଇଶ୍ରାୟେଲ ମଧିଅରେ ଅବଶା ଲୋମ ପରି ଅତି ସକ୍ସ୍ଟନ୍ଦର ୟକ୍ସ୍ଟବକ କହେି ନଥିଲେ। ଲୋକମାନେ ତା'ର ସୌନ୍ଦର୍ୟ୍ଯକକ୍ସ୍ଟ ପ୍ରଶଂସା କରୁଥିଲେ। ତା'ର ପାଦରକ୍ସ୍ଟ ମସ୍ତକ ପର୍ୟ୍ଯନ୍ତ କେଉଁଠା ରେ ଗକ୍ସ୍ଟଣ ନ ଥିଲା।
ଇଶ୍ରାୟେଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକକ୍ସ୍ଟ ଆସନ୍ତି, ଅବଶା ଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ଯବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇଶ୍ରାୟେଲ ଲୋକମାନଙ୍କର ହୃଦଯକକ୍ସ୍ଟ ଜଯ କଲେ।
ଏପରି ଖଣିସବୁ ଅଛି ଯେଉଁଠା ରେ ରୂପା ମିଳେ। ଏପରି ସ୍ଥାନସବୁ ଅଛି। ଯେଉଁଠା ରେ ସୁନାକୁ ତରଳାଇ ଶୁଦ୍ଧ କରାୟାଏ।
ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ।
ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ୟପରେି ଅଗ୍ନିରେ ଲୋକମାନେ ରୂପକୁ ପରୀକ୍ଷା କରନ୍ତି।
ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
ତା'ପ ରେ ଆମ୍ଭେ ସହେି ଏକ ତୃତୀଯାଂଶ ଲୋକଙ୍କୁ ଅଗ୍ନି ରେ ପରୀକ୍ଷା କରିବା। ଆମ୍ଭେ ସମାନଙ୍କେୁ ରୂପା ଯେପରି ନିର୍ମଳ ହୁଏ ସହେିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସହେି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସମାନେେ ଡାକିବେ ଏବଂ ଆମ୍ଭେ ସମାନଙ୍କେୁ ଉତ୍ତର ଦବୋ, 'ଏମାନେ ଆମ୍ଭର ଲୋକ', ଆଉ ସମାନେେ କହିବେ, 'ସଦାପ୍ରଭୁ ଆମ୍ଭର ପରମେଶ୍ବର ଅଟନ୍ତି।'
ଅଗ୍ନି ରେ ରୂପା ବିଶୁଦ୍ଧ ହେଲାପରି ସେ ଲବେୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରେ ୗପ୍ୟ ସଦୃଶ ସମାନଙ୍କେୁ ଶୁଦ୍ଧ କରିବ। ତା'ପ ରେ ସମାନେେ ସଦାପ୍ରଭୁଙ୍କ ପାଇଁ ଉପୟୁକ୍ତ ନବୈେଦ୍ଯ ଆଣିବେ।
ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କବଳେ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ବାସର ପବିତ୍ରତା ହତେୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
ମାେ ମିତ୍ରଗଣ, ତୁମ୍ଭମାନେେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ୟ୍ଯ ମନକରେ ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ବାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ୟ୍ଯ କଥା ଘଟୁଛି।