Home Bibles ଦିତୀୟ ଶାମୁୟେଲ 13:3 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 13:3 · ଓଡ଼ିଆ ବାଇବେଲ

ଅମ୍ମାନଙ୍କେର ଯୋନାଦବ ନାମକ ଜଣେ ଚତକ୍ସ୍ଟର ବନ୍ଧକ୍ସ୍ଟ ଥିଲା, ୟିଏକି ଶିମିଯର ପକ୍ସ୍ଟତ୍ର। ଶିମିଯ ଦାଉଦଙ୍କର ଭାଇ ଥିଲା।

Cross references

ଆଦି ପୁସ୍ତକ 3:1

ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?

ଆଦି ପୁସ୍ତକ 38:1

ସହେି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀଯ ସହିତ ରିହବାକୁ ଗଲା।

ଆଦି ପୁସ୍ତକ 38:20

ଏହାପରେ ଯିହୁଦା ସହେି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ଯ ନବୋ ପାଇଁ ଆପଣା ଅଦୁଲ୍ଲମୀଯ ବନ୍ଧୁ ଦ୍ବାରା ଛଳେିଛୁଆ ଦଇେ ପଠାଇଲା। ମାତ୍ର ସେ ତା'ର ଦଖାେ ପାଇଲା ନାହିଁ।

ବିଚାରକର୍ତାମାନଙ୍କ ବିବରଣ 14:20

ଶାମ୍ଶାେନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକକ୍ସ୍ଟ ନେଲେ ନାହିଁ। ବିବାହ ରେ ତାଙ୍କର ସାଙ୍ଗମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତମ ବନ୍ଧକ୍ସ୍ଟର ସେ ସ୍ତ୍ରୀ ହେଲେ।

ପ୍ରଥମ ଶାମୁୟେଲ 16:9

ତା'ପରେ ୟିଶୀ ଶମ୍ମକକ୍ସ୍ଟ ଶାମୁୟେଲଙ୍କ ପାଖକକ୍ସ୍ଟ ଡକାଇଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏହାକକ୍ସ୍ଟ ମଧ୍ଯ ସଦାପ୍ରଭୁ ମନୋନୀତ କରି ନାହାଁନ୍ତି।

ଦିତୀୟ ଶାମୁୟେଲ 13:32

ସେତବେେଳେ ଦାଉଦଙ୍କର ଭାଇ ଶିମିଯର ପକ୍ସ୍ଟତ୍ର ଯୋନାଦବ ପହଞ୍ଚିଲା ଓ କହିଲା, ନା! ସମସ୍ତଙ୍କକ୍ସ୍ଟ ହତ୍ଯା କରାୟାଇ ନାହିଁ। ମାତ୍ର ଅମ୍ ନୋନକକ୍ସ୍ଟ ହତ୍ଯା କରାଗଲା। ଅମ୍ ନୋନ ତାମରକକ୍ସ୍ଟ ଧର୍ଷଣ କରିବା ଦିନଠାରକ୍ସ୍ଟ ଅବଶା ଲୋମ ଏହି ଷଡୟନ୍ତ୍ର କରି ଆସକ୍ସ୍ଟଅଛି।

ଦିତୀୟ ଶାମୁୟେଲ 14:2

ଏଣୁ ଯୋୟାବ ତକୋଯକକ୍ସ୍ଟ ଲୋକ ପଠାଇ ସଠାେରକ୍ସ୍ଟ ଏକ ଜ୍ଞାନବତୀ ସ୍ତ୍ରୀ ଲୋକ ଆଣିବାକକ୍ସ୍ଟ କହିଲା। ଯୋୟାବ ସହେି ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଦୟାକରି ବହକ୍ସ୍ଟତ ଦକ୍ସ୍ଟଃଖିତ ଥିବାର ଛଳନା କର। ଶାେକ ବସ୍ତ୍ର ପରିଧାନ କର। ତୁମ୍ଭର କେଶ ରେ ଓ ମକ୍ସ୍ଟଖ ରେ ତଲେିଆ ପ୍ରସାଧାନ ଲଗାଅନାହିଁ। ମାତ୍ର ମୃତ ଲୋକ ପାଇଁ ବହକ୍ସ୍ଟକାଳରକ୍ସ୍ଟ ଶାେକକାରିଣୀ ସ୍ତ୍ରୀ ପରି ବ୍ଯବହାର କର।

ଦିତୀୟ ଶାମୁୟେଲ 14:19

ରାଜା କହିଲେ, ଯୋୟାବ କ'ଣ ତୁମ୍ଭକୁ ଏପରି କହିବାକକ୍ସ୍ଟ କହିଥିଲେ?

ଦିତୀୟ ଶାମୁୟେଲ 21:21

ପକ୍ସ୍ଟଣି ସେ ଇଶ୍ରାୟେଲକକ୍ସ୍ଟ ତକ୍ସ୍ଟଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିଯିର ପକ୍ସ୍ଟତ୍ର ଯୋନାଥନ ତାହାକକ୍ସ୍ଟ ବଧ କଲା।

ପ୍ରଥମ ବଂଶାବଳୀ 2:13

ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।

ପ୍ରଥମ ବଂଶାବଳୀ 27:32

ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅକମାନେିଙ୍କ ପୁତ୍ର ୟିହୀଯେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ।

ଏଷ୍ଟର ବିବରଣ 5:10

ତଥାପି ହାମନ ନିଜର କୋରଧକୁ ନିଯନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତାପରେ ଆପଣା ମିତ୍ରଗଣକୁ ଓ ଆପଣା ଭାର୍ୟ୍ଯା ସରେଶକୁ ଡକାଇ ଆଣିଲା।

ଏଷ୍ଟର ବିବରଣ 5:14

ତେଣୁ ତାହାର ସ୍ତ୍ରୀ ସରେଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ,: ପଗ୍ଭଶ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖଯକୁ ତହିଁରେ ଫାଶି ଦବୋ ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହାଇେ ରାଜା ସହିତ ଭୋଜିକୁ ୟାଅ।

ଏଷ୍ଟର ବିବରଣ 6:13

ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ୟ୍ଯା ସରେଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସରେଶ ତାହାକୁ କହିଲେ, ଯାହା ସାକ୍ଷାତ ରେ ତୁମ୍ଭର ଏହି ପତନର ଆରମ୍ଭ ହାଇେଅଛି, ସେ ମର୍ଦ୍ଦଖଯ ଯବେେ ୟିହୁଦୀ ବଂଶୀଯ ଲୋକ ହୁଏ, ତବେେ ତୁମ୍ଭେ ତାହାକୁ ଜଯକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତ ରେ ନିଶ୍ଚିତ ପତିତ ହବେ।

ହିତୋପଦେଶ 19:6

ଅନକେ ଲୋକ ବଦାନ୍ଯ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ପୁଣି ପ୍ରେତ୍ୟକକ ଲୋକ ସହେି ଲୋକର ବନ୍ଧୁ ହୁଅନ୍ତି ୟିଏ ଉପହାର ଦିଏ।

ଯିରିମିୟ 4:22

ପରମେଶ୍ବର କହିଲେ, ମାରେଲୋକମାନେ ନିର୍ବୋଧ ଏବଂ ସମାନେେ ମାେତେ ଜାଣନ୍ତି ନାହିଁ। ସମାନେେ ନିର୍ବୋଧ ସନ୍ତାନ ତୁଲ୍ଯ, ସମାନଙ୍କେର ଅର୍ନ୍ତଦୃଷ୍ଟି ନାହିଁ। ସମାନେେ କୁକର୍ମ କରିବା ରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସମାନେେ ଜାଣନ୍ତି ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:19

କାହିଁକି କାରଣ ପରମେଶ୍ବରଙ୍କ ଦୃଷ୍ଟି ରେ ଜାଗତିକ ଜ୍ଞାନ ପ୍ରକୃତ ରେ ମୂର୍ଖତା ଅଟେ। ଶାସ୍ତ୍ର କୁ ହେ ; ଯେତବେେଳେ ଜ୍ଞାନୀମାନେ ନିଜ ଚତୁରତା ରେ ବ୍ଯବହାର କରନ୍ତି, ପରମେଶ୍ବର ସେତବେେଳେ ସମାନଙ୍କେୁ ଧରନ୍ତି।

ଯାକୁବଙ୍କ ପତ୍ 3:15

ଏହିପ୍ରକାର ଜ୍ଞାନ ପରମେଶ୍ବରଙ୍କଠାରୁ ଆ ସେ ନାହିଁ। ମାତ୍ର ଏହି ଜ୍ଞାନ ସଂସାରରୁ ଆ ସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି।

Interlinear

Choose Theme