କାହିଁକି କାରଣ ପରମେଶ୍ବରଙ୍କ ଦୃଷ୍ଟି ରେ ଜାଗତିକ ଜ୍ଞାନ ପ୍ରକୃତ ରେ ମୂର୍ଖତା ଅଟେ। ଶାସ୍ତ୍ର କୁ ହେ ; ଯେତବେେଳେ ଜ୍ଞାନୀମାନେ ନିଜ ଚତୁରତା ରେ ବ୍ଯବହାର କରନ୍ତି, ପରମେଶ୍ବର ସେତବେେଳେ ସମାନଙ୍କେୁ ଧରନ୍ତି।
Cross references
ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।
ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!
ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।
ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସହେି ମନ୍ତ୍ରଣା ପରମେଶ୍ବରଙ୍କ ବାକ୍ଯ ବୋଲି ବିବଚେନା କରାୟାଏ। ଦାଉଦ ଓ ଅବଶା ଲୋମ ଉଭୟ ଏହାକକ୍ସ୍ଟ ଗକ୍ସ୍ଟରକ୍ସ୍ଟତ୍ତ୍ବପୂର୍ଣ ବିବଚେନା କଲେ।
ଅବଶାଲୋମ ଓ ସମସ୍ତ ଇଶ୍ରାୟେଲୀୟ ଲୋକ କହିଲେ, ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀଯ ହୂଶଯର ମନ୍ତ୍ରଣା ଉତ୍ତମ ଥିଲା। ସମାନେେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକା ରେ ଅବଶା ଲୋମକକ୍ସ୍ଟ ଦଣ୍ତ ଦବୋ ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ଯର୍ଥକରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।
ଏହାପରେ ଅହୀଥୋଫଲ ଯେତବେେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନକ୍ସ୍ଟସା ରେ ଗଲାନାହିଁ, ସେ ତାଙ୍କ ଗଧ ଉପରେ ଚଢି ତାଙ୍କର ନିଜ ନଗରକକ୍ସ୍ଟ ଫରେିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହାଇେ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବର ରେ କବର ପାଇଲା।
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
ପରମେଶ୍ବର ଚତୁର ଲୋକମାନଙ୍କୁ ମଧ୍ଯ ତାଙ୍କ ଫାନ୍ଦ ରେ ଧରନ୍ତି, ସମାନଙ୍କେର ଚତୁର ଯୋଜନା ସଫଳ କରାନ୍ତି ନାହିଁ।
କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ଯସ୍ତ ଥାଆନ୍ତି। ସମାନେେ ଗୋପନ ଯୋଜନା କରନ୍ତି ଓ ମିଥ୍ଯା ମଧ୍ଯ କହନ୍ତି।
ଅନ୍ୟ ରାଜ୍ଯର ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ୟନ୍ତା ବସାନ୍ତି। କିନ୍ତୁ ସମାନେେ ନିଜେ ବସାଇ ଥିବା ୟନ୍ତାରେ ପଡ଼ନ୍ତି। ସହେି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥାଆନ୍ତି କିନ୍ତୁ ଶଷେରେ ସମାନେେ ନିଜେ ସହେି ଜାଲରେ ଧରାପଡ଼ନ୍ତି।
ଦୁଷ୍ଟମାନେ ନିଜନିଜ ଜାଲରେ ପଡ଼ନ୍ତୁ। ସହେି ଅବସରରେ ମୁଁ ରକ୍ଷା ପାଏ।
ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'
ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୁତ ଓ ଆଶ୍ଚର୍ୟ୍ଯ କର୍ମମାନ କରି ଚାଲିବି। ସମାନଙ୍କେର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହବେ ଓ ସମାନଙ୍କେର ବିବକେୀ ଲୋକମାନେ ସମାନଙ୍କେର ବୁଦ୍ଧି ହରାଇବେ।'
ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।
ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।
ଶାସ୍ତ୍ର ରେ ଲଖାେ ଅଛି :
ଯେଉଁମାନେ ଅଭିଜ୍ଞ ଆମ୍ଭେ ସହେିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ୟୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି।