ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦବେି, ପ୍ରେତ୍ୟକକ ଦିନ ମୁଁ ଅଧର୍ମାଚାରୀ ଲୋକମାନଙ୍କୁ ବିନାଶ କରିବି।
Cross references
ଏପରି ଏକ ନଦୀ ଅଛି ୟାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ବରଙ୍କ ନଗରୀକୁ ଆନନ୍ଦିତ କରୁଛି।
ପରମେଶ୍ବରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ବରଙ୍କ ପବିତ୍ର ପର୍ବତ ଅଟେ। ଏହା ସହେି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ହଁ, ଆମ୍ଭମାନେେ ତୁମ୍ଭର ଶକ୍ତି ବିଷଯରେ ସହେି ଗଳ୍ପ ସବୁ ଶୁଣି ଅଛୁ। କିନ୍ତୁ ଆମ୍ଭେ ପରମେଶ୍ବରଙ୍କର ଶକ୍ତି ଦେଖି ଅଛୁ। ଆମ୍ଭେ ସହେି ପରମେଶ୍ବରଙ୍କ ନଗରରେ ବାସ କରୁ, ୟପରେି ସୈନ୍ଯାଧିପତି ପରମେଶ୍ବର ଚିରଦିନ ଲାଗି ସହେି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।
ପରମେଶ୍ବର କହନ୍ତି, ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।
କିନ୍ତୁ ତୁମ୍ଭେ ମାେତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ଯ ମୁଁ ଦୃଢ଼ ହବେି। ତୁମ୍ଭେ ମାେତେ ବିଶଷେ କାର୍ୟ୍ଯ ପାଇଁ ମନୋନୀତ କରିଛ। ତୁମ୍ଭେ ମାେତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।
ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।
କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷଯ, ଯେ ହତେୁ ଧାର୍ମିକତା ରେ ସିଂହାସନ ସ୍ଥିରୀକୃତ ହୁଏ।
ଯେଉଁ ରାଜା ବିଚାର ସ୍ଥାନ ରେ ବ ସେ, ସେ ନିଜର ସ୍ବଚକ୍ଷୁ ରେ ଅସତ୍ଯ ବିଷଯସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।
ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ଯରୁ ଅଗାଡ଼ି ଅଲଗା କଲାପରି ତା' ଉପ ରେ ସେ ଚକ୍ର ବୁଲାଏ।
ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭମାନେେ ପ୍ରଭାତ ରେ ସୁବିବଚେନା କର। ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର। ତାହା ନ ହେଲେ ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ ଆମ୍ଭ ପ୍ରଚଣ୍ଡ କୋର୍ଧାଗ୍ନି ରେ ଭସ୍ମୀଭୂତ ହବେ ଓ କହେି ତାହାକୁ ନିର୍ବାଣ କରିପାରିବେ ନାହିଁ।
ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।
କିନ୍ତୁ ତୁମ୍ଭମାନେେ ଆମ୍ଭର ଲୋକମାନଙ୍କ ପ୍ରତି ଶତୃ ତୁଲ୍ଯ ହାଇେଛ। ପଥଗ୍ଭରୀମାନଙ୍କର ଉତ୍ତରୀଯ ବସ୍ତ୍ର ତୁମ୍ଭମାନେେ ଛଡାଇ ନଇେଛ। ସହେି ଲୋକମାନେ ନିରାପଦ ବୋଲି ଚିନ୍ତା କରନ୍ତି। କିନ୍ତୁ ତୁମ୍ଭମାନେେ ୟୁଦ୍ଧ ବନ୍ଦୀ ସଦୃଶ ସମାନଙ୍କେଠାରୁ ସମସ୍ତ ଛଡାଇ ନିଅ।
ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।
ହେ ଯାକୁବର ବୃଦ୍ଧଗଣ ଓ ଇଶ୍ରାୟେଲର ଶାସକଗଣ ମାେ କଥା ଶୁଣ! ତୁମ୍ଭମାନେେ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍ଭମାନେେ ସେ ସମସ୍ତକୁ ମିଥ୍ଯା କରୁଛ।
କୌଣସି ଅଶୁଚି ଜିନିଷ ତା' ଭିତ ରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ୟ୍ଯ କରିବା ଲୋକ ଓ ମିଥ୍ଯା କହିବା ଲୋକ ତା' ଭିତ ରେ ପଶିପାରିବେ ନାହିଁ। ମଷେଶାବକଙ୍କ ଜୀବନପୁସ୍ତକରେ ନାମ ଲଖାେ ହାଇେଥିବା ଲୋକମାନେ ସହେି ନଗରୀ ଭିତ ରେ ପ୍ରବେଶ କରିବେ।
ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସମାନେେ ଧନ୍ଯ ହବେେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସମାନଙ୍କେର ଅଧିକାର ରହିଛି। ସମାନେେ ନଗରୀ ଭିତରକୁ ନଗରୀ ଦ୍ବାର ଦଇେ ପ୍ରବେଶ କରିପାରିବେ।