Home Bibles ☰ Books ଦିତୀୟ ଶାମୁୟେଲ 10:4 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 10:4 · ଓଡ଼ିଆ ବାଇବେଲ

ଏଥି ରେ ହାନୂନ ଦାଉଦର କର୍ମଗ୍ଭରୀମାନଙ୍କର ଦାଢିର ଅଧେ କ୍ଷୌର କଲା ଓ ସମାନଙ୍କେ ଅଣ୍ଟାରକ୍ସ୍ଟ ତଳକକ୍ସ୍ଟ ଥିବା ବସ୍ତ୍ର କାଟି ଦଲୋ। ତା'ପରେ ସେ ସମାନଙ୍କେୁ ବିଦା କଲା।

Cross references

ଲେବୀୟ ପୁସ୍ତକ 19:27

ତୁମ୍ଭମାନେେ ନିଜ ନିଜ ମସ୍ତକର କଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢିର କୋଣ ମୁଣ୍ଡନ କରିବ ନାହିଁ।

ପ୍ରଥମ ବଂଶାବଳୀ 19:3

କିନ୍ତୁ ଅେମ୍ମାନୀୟ ନେତାମାନେ ହାନୂନ୍ଙ୍କୁ କହିଲେ, ଆପଣ ବିଶ୍ବାସ କରୁଛନ୍ତି କି, ପ୍ରକୃତ ରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦବୋ ପାଇଁ, ସାନ୍ତ୍ବନା ଦବୋ ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି ? ନା, ତାଙ୍କର ଦାସ ଆପଣଙ୍କ ବିଷଯ ରେ ଓ ଆପଣଙ୍କ ଦେଶ ବିଷଯ ରେ ତଥ୍ଯ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।

ପ୍ରଥମ ବଂଶାବଳୀ 19:4

ତେଣୁ ହାନୂନ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସମାନଙ୍କେ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ଯ, ହାନୂନ ସମାନଙ୍କେ ନିତମ୍ବ ନିକଟକୁ ବସ୍ତ୍ର କାଟି ପକାଇଲେ। ଏହାପରେ ସେ ସମାନଙ୍କେୁ ପଠାଇ ଦେଲେ।

ଗୀତସଂହିତା 109:4

ମୁଁ ସମାନଙ୍କେୁ ପ୍ରମେ କଲି। କିନ୍ତୁ ସମାନେେ ମାେତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଚାଲିଛି।

ଯିଶାଇୟ 15:2

ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।

ଯିଶାଇୟ 20:4

ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀଯମାନେ ଲଜ୍ଜିତ ହବେ। କାରଣ ମିଶରୀଯ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀଯ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ଯପାଦ କରି ସମାନେେ ତାଙ୍କ ଦେଶରୁ ନଇେଯିବେ।

ଯିଶାଇୟ 47:2

ପଷେଣା ପଥର ରେ ଶସ୍ଯ ପଷେ, ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ, ପାଦ ଅନାବୃତ କର। ନଦୀ ଓ େଛାଟ ନଦୀ ରେ ଚାଲିକରି ୟାଅ।

ଯିରିମିୟ 41:5

ସମାନେେ ଗଦଲିଯଙ୍କ ହତ୍ଯା ଖବର ଜାଣି ନ ଥିଲେ।

Interlinear

Choose Theme