Home Bibles ପ୍ରଥମ ବଂଶାବଳୀ 19:3 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 19:3 · ଓଡ଼ିଆ ବାଇବେଲ

କିନ୍ତୁ ଅେମ୍ମାନୀୟ ନେତାମାନେ ହାନୂନ୍ଙ୍କୁ କହିଲେ, ଆପଣ ବିଶ୍ବାସ କରୁଛନ୍ତି କି, ପ୍ରକୃତ ରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦବୋ ପାଇଁ, ସାନ୍ତ୍ବନା ଦବୋ ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି ? ନା, ତାଙ୍କର ଦାସ ଆପଣଙ୍କ ବିଷଯ ରେ ଓ ଆପଣଙ୍କ ଦେଶ ବିଷଯ ରେ ତଥ୍ଯ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।

Cross references

ଆଦି ପୁସ୍ତକ 42:9

ଏବଂ ଯୋଷଫେ ପୂର୍ବରୁ ସମାନଙ୍କେର ଭାଇମାନଙ୍କ ବିଷଯ ରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମନେ କଲେ।

ଯିହୋଶୂୟ 2:1

ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।

ବିଚାରକର୍ତାମାନଙ୍କ ବିବରଣ 1:23

ଯୋଷଫେର ପରିବାରବର୍ଗ କିଛି ଅନକ୍ସ୍ଟଚରଗଣ ବୈଥଲକେକ୍ସ୍ଟ ପଠାଇଲେ।

ବିଚାରକର୍ତାମାନଙ୍କ ବିବରଣ 18:2

ଏଣୁ ଦାନର ପରିବାରବର୍ଗ ସମାନଙ୍କେ ପରିବାରବର୍ଗରକ୍ସ୍ଟ ପାଞ୍ଚଜଣ ବୀର ପୁରୁଷଙ୍କକ୍ସ୍ଟ ଦେଶ ଭ୍ରମଣ ଓ ଅନକ୍ସ୍ଟସନ୍ଧାନ କରିବାକୁ ସରିଯ ଓ ଇଷ୍ଟାଯୋଲଠାରକ୍ସ୍ଟ ପଠାଇଲେ ସମାନେେ ସମାନଙ୍କେୁ କହିଲେ, ୟାଅ ଏବଂ ଆଉ କିଛି ଅଧିକ ଦେଶ ଅନକ୍ସ୍ଟସନ୍ଧାନ କର।

ବିଚାରକର୍ତାମାନଙ୍କ ବିବରଣ 18:8

ଏହାପରେ ସମାନେେ ସରିଯ ଓ ଇଷ୍ଟାଯୋଲ ରେ ନିଜର ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସମାନଙ୍କେର ଭାତୃଗଣ ସମାନଙ୍କେୁ ପଚାରିଲେ, କ'ଣ ତକ୍ସ୍ଟମେ ଶିକ୍ଷା କଲ?

ପ୍ରଥମ ଶାମୁୟେଲ 29:4

କିନ୍ତୁ ପଲେଷ୍ଟୀୟ ଶାସକଗଣ ଅଖୀଶ ଉପରେ ରାଗିଲେ। ସମାନେେ କହିଲେ, ଦାଉଦକକ୍ସ୍ଟ ଫରୋଇ ଦିଅ। ତୁମ୍ଭେ ତା ପାଇଁ ଯେଉଁ ସ୍ଥାନ ନିରକ୍ସ୍ଟପଣ କରିଅଛ, ସେ ନିଜର ସହେି ସ୍ଥାନକକ୍ସ୍ଟ ଫରେି ଯାଉ। ସେ ଆମ୍ଭ ସହିତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତବେେ ସେ ଆମ୍ଭ ନିଜ ଛାଉଣୀ ମଧିଅରେ ଜଣେ ଶତୃ ହାଇେ ରହିବ। ସେ ତା'ର ରାଜା ଶାଉଲଙ୍କକ୍ସ୍ଟ ସନ୍ତକ୍ସ୍ଟଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କକ୍ସ୍ଟ ମାରିବ।

ପ୍ରଥମ ଶାମୁୟେଲ 29:9

ଅଖୀଶ ଉତ୍ତର ଦେଲେ, ମୁ ବିଶ୍ବାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ବରଙ୍କର ଦୂତ ସ୍ବରକ୍ସ୍ଟପ। ତଥାପି ପଲେଷ୍ଟୀୟ ଶାସକମାନେ କହକ୍ସ୍ଟଛନ୍ତି, 'ଦାଉଦ କବେେ ଆମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇପାରିବେ ନାହିଁ।'

ପ୍ରଥମ ରାଜାବଳୀ 12:8

କିନ୍ତୁ ରିହବିଯାମ ସହେି ପ୍ରାଚୀନମାନଙ୍କ ମନ୍ତ୍ରଣା ଗ୍ରହଣ କଲେ ନାହିଁ। ଅପରନ୍ତୁ ୟୁବକମାନଙ୍କ ସହିତ ମନ୍ତ୍ରଣା କଲେ ଯେଉଁମାନେ ତାଙ୍କ ସହିତ ବଢିଥିଲେ ଓ ତାଙ୍କର ସାଂଗ ଓ ଉପଦେଷ୍ଟା ଥିଲେ। ସେ ସମାନଙ୍କେର ମନ୍ତ୍ରଣା ଗ୍ରହଣ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:5

ପ୍ ରମେ ଅନୁଚିତ ବ୍ଯବହାର କରେ ନାହିଁ, ସ୍ବାର୍ଥ ଚେଷ୍ଟା କରେ ନାହିଁ। ସହଜ ରେ ବିରକ୍ତ ହୁଏ ନାହିଁ। ପ୍ ରମେ କବେେ ହେଲେ ତା'ପ୍ରତି ହାଇେଥିବା ଅପକାରକୁ ମନ ରେଖ ନାହିଁ।

Interlinear

Choose Theme