ତା'ପରେ ଯୋୟାବ ଏବଂ ତାଙ୍କର ସୈନ୍ଯମାନେ ଅରାମୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅରାମୀଯମାନେ ଯୋୟାବଙ୍କ ସୈନ୍ଯମାନଙ୍କଠାରକ୍ସ୍ଟ ପରାସ୍ତ ହାଇେ ଛାଡି ପଳାଇଲେ।
Cross references
ସହେି ସମୟରେ ଜଣେ ଭବିଷ୍ଯଦ୍ବକ୍ତା ଇଶ୍ରାୟେଲ ରାଜାଙ୍କ ନିକଟକୁ ଆସି କହିଲେ, ହେ ରାଜା ଆହାବ୍ ସଦାପ୍ରଭୁ ଏହା କୁହନ୍ତି, 'ତୁମ୍ଭେ ଏହି ବିପୁଳ ସୈନ୍ଯବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ବାରା ଏହାକୁ ପରାଜିତ କରାଇବି, ତାହା ହେଲେ ତୁମ୍ଭେ ମାେତେ ସଦାପ୍ରଭୁ ବୋଲି ଜାଣିବ।
ଏହି ସମୟରେ ପରମେଶ୍ବରଙ୍କ ପ୍ ରରେିତ ଜଣେ ଲୋକ ଆହାବ୍ଙ୍କୁ ଆସି କହିଲେ, ସଦାପ୍ରଭୁ କୁହନ୍ତୁ, 'ଅରାମୀଯ ଲୋକମାନେ କହିଛନ୍ତି ସଦାପ୍ରଭୁ ପ୍ରର୍ବତଗଣ ପରମେଶ୍ବର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ବର ନୁହଁନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ଯବାହିନୀକୁ ପରାସ୍ତ କରିବାକୁ ଦବେି। ଯାହା ଫଳ ରେ ମୁଁ ଯେ ପରମେଶ୍ବର ତୁମ୍ଭେ ଜାଣି ପାରିବ।'
ଯୋୟାବଙ୍କ ସୈନ୍ଯବାହିନୀ ଅରାମର ସୈନ୍ଯଦଳକୁ ଆକ୍ରମଣ କଲେ। ଅରାମର ସୈନ୍ଯଦଳ ଯୋୟାବ ଓ ତାଙ୍କର ସୈନ୍ଯବାହିନୀଠାରୁ ପଳାଯନ କଲେ।
ତୁମ୍ଭମାନେେ ଜାଣିବା ଉଚିତ ଯେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ଅଧିକାର ଦଇେଥିଲେ। ପରମେଶ୍ବର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।
ୟମେିତି ପବନ ଦ୍ବାରା ଧୂଆଁ ବିଚ୍ଛୁରିତ ହୁଏ, ସହେିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ୟପରେି ନିଆଁରେ ମହମ ତରଳି ୟାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।