Home Bibles ପ୍ରଥମ ବଂଶାବଳୀ 19:14 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 19:14 · ଓଡ଼ିଆ ବାଇବେଲ

ଯୋୟାବଙ୍କ ସୈନ୍ଯବାହିନୀ ଅରାମର ସୈନ୍ଯଦଳକୁ ଆକ୍ରମଣ କଲେ। ଅରାମର ସୈନ୍ଯଦଳ ଯୋୟାବ ଓ ତାଙ୍କର ସୈନ୍ଯବାହିନୀଠାରୁ ପଳାଯନ କଲେ।

Cross references

ଦିତୀୟ ଶାମୁୟେଲ 10:13

ତା'ପରେ ଯୋୟାବ ଏବଂ ତାଙ୍କର ସୈନ୍ଯମାନେ ଅରାମୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅରାମୀଯମାନେ ଯୋୟାବଙ୍କ ସୈନ୍ଯମାନଙ୍କଠାରକ୍ସ୍ଟ ପରାସ୍ତ ହାଇେ ଛାଡି ପଳାଇଲେ।

ପ୍ରଥମ ରାଜାବଳୀ 20:13

ସହେି ସମୟରେ ଜଣେ ଭବିଷ୍ଯଦ୍ବକ୍ତା ଇଶ୍ରାୟେଲ ରାଜାଙ୍କ ନିକଟକୁ ଆସି କହିଲେ, ହେ ରାଜା ଆହାବ୍ ସଦାପ୍ରଭୁ ଏହା କୁହନ୍ତି, 'ତୁମ୍ଭେ ଏହି ବିପୁଳ ସୈନ୍ଯବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ବାରା ଏହାକୁ ପରାଜିତ କରାଇବି, ତାହା ହେଲେ ତୁମ୍ଭେ ମାେତେ ସଦାପ୍ରଭୁ ବୋଲି ଜାଣିବ।

ପ୍ରଥମ ରାଜାବଳୀ 20:19

ଏହା ମଧିଅରେ ପ୍ରଦେଶର ୟୁବା ଅଧିପତିମାନେ ସେ ଆକ୍ରମଣର ନତେୃତ୍ବ ନେଲେ ଓ ଇଶ୍ରାୟେଲର ସୈନ୍ଯମାନେ ତାଙ୍କର ଅନୁସରଣ କଲେ।

ପ୍ରଥମ ରାଜାବଳୀ 20:28

ଏହି ସମୟରେ ପରମେଶ୍ବରଙ୍କ ପ୍ ରରେିତ ଜଣେ ଲୋକ ଆହାବ୍ଙ୍କୁ ଆସି କହିଲେ, ସଦାପ୍ରଭୁ କୁହନ୍ତୁ, 'ଅରାମୀଯ ଲୋକମାନେ କହିଛନ୍ତି ସଦାପ୍ରଭୁ ପ୍ରର୍ବତଗଣ ପରମେଶ୍ବର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ବର ନୁହଁନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ଯବାହିନୀକୁ ପରାସ୍ତ କରିବାକୁ ଦବେି। ଯାହା ଫଳ ରେ ମୁଁ ଯେ ପରମେଶ୍ବର ତୁମ୍ଭେ ଜାଣି ପାରିବ।'

ଦିତୀୟ ବଂଶାବଳୀ 13:5

ତୁମ୍ଭମାନେେ ଜାଣିବା ଉଚିତ ଯେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ଅଧିକାର ଦଇେଥିଲେ। ପରମେଶ୍ବର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।

ଯିରିମିୟ 46:15

ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ଯୁବରଣ କରିବେ ଓ ସମାନେେ ସ୍ଥିର ହାଇେ ଛିଡ଼ା ହାଇପୋରିବେ ନାହିଁ। କାରଣ ସଦାପ୍ରଭୁ ସମାନଙ୍କେୁ ତଳେ ଠଲେି ପକାଇ ଦବେେ।

Interlinear

Choose Theme