Home Bibles ଦିତୀୟ ଶାମୁୟେଲ 1:4 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 1:4 · ଓଡ଼ିଆ ବାଇବେଲ

ଦାଉଦ ସହେି ଲୋକଟିକକ୍ସ୍ଟ ପଚାରିଲେ, ଏ ୟକ୍ସ୍ଟଦ୍ଧ ରେ କିଏ ଜିତିଲା?

Cross references

ପ୍ରଥମ ଶାମୁୟେଲ 4:16

ତା'ପରେ ସହେି ଲୋକଟି ଏଲିଙ୍କକ୍ସ୍ଟ କହିଲା, ମୁ ଏକ ସୈନ୍ଯ ୟିଏ କି ଏବେ ଯୁଦ୍ଧରୁ ଫରେି ଆସିଲି। ମୁ ଆଜି ଯୁଦ୍ଧରୁ ଦୌଡି ପଳାଇ ଆସିଲି।

ପ୍ରଥମ ଶାମୁୟେଲ 31:1

ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।

ପ୍ରଥମ ବଂଶାବଳୀ 10:1

ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲ ଲୋକମାନଙ୍କର ବିରୁଦ୍ଧ ରେ ୟୁଦ୍ଧ କଲେ। ଇଶ୍ରାୟେଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାଯନ କଲେ। ଅନକେ ଇଶ୍ରାୟେଲୀୟ ଲୋକ ଗିଲ୍ବୋଯ ପର୍ବତ ଉପରେ ନିହତ ହେଲେ।

Interlinear

Choose Theme